ଓଡ଼ିଆ ଘର ର ବୋହୁ ହେବା ପରେ ଏମିତି କିଛି କହିଦେଲେ ଝିଲ୍ଲୀକ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଚଳଚ୍ଚିତ୍ର ଜଗତର କିଛି ଦମଦାର ଖବର ଜାଣିବା ଯାହାକି ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭତଚର୍ଯ୍ୟ ଙ୍କ ର ଆସୁଥିବା ଆଗାମୀ ଚଳଚ୍ଚିତ୍ର ଜଗତର ସାୟାରେ କଣ କହିଲେ ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଝିଲିକ ଜଣେ ବଙ୍ଗୀୟ ନାୟିକା ଯିଏ ପାଖା ପାଖି ୬ବର୍ଷ ହେବ ଓଡ଼ିଆ ସିନେମା ଜଗତରେ ଅନେକ ସୁପର ହିଟ୍ ସିନେମା ରେ ଅଭିନୟ କରିଛନ୍ତି । ତାଙ୍କର ର କହିବା କଥା ସେ ୬ ବର୍ଷ ହେବ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ କାମ କରି ଯେତିକି ଭଲ ପାଇବା ମିଳିଛି ମତେ ଆଉ କଉ ଜାଗା ରେ ମିଳିବ ବୋଲି ମୁଁ ଭାବନାହିଁ।

 

ଝିଲକ ଭୁବନେଶ୍ୱର ରେ ଚାଲୁଥିବା ଏକ ମିଶନ ଶକ୍ତି ମେଳା ରେ ଯୋଗ ଦେଇ କହିଥିଲେ କୁ ୱେଷ୍ଟ ବେଙ୍ଗଲ ତାଙ୍କ ର ରଙ୍ଗ ଭୂମି ଥିଲା କିନ୍ତୁ ଓଡ଼ିଶା ତାଙ୍କର କର୍ମ ଭୂମି ।ଏବଂ ସେ ଆମର  ମିଶନ ଶକ୍ତି କୁ ବହୁତ୍ ପ୍ରସଂସ କରିଥିଲେ । ଏବଂ ସେ ଓଡ଼ିଶା ର ନାରୀ ମାନଙ୍କୁ ବହୁତ୍ ପ୍ରସଂସା କରିଥିଲେ ଏବଂ କହିଥିଲେ କି ଓଡ଼ିଶା ରେ ମତେ ସବୁବେଳେ କନ୍ ଫଟ ଅନୁଭବ ହେଇ ଥାଏ । ସେ ସେହି ମେଳା ରେ ନାରୀ ମାନଙ୍କ ଶକ୍ତି ବିଷୟରେ କହିଥିଲେ ସେ କହିଥିଲେ ଓଡ଼ିଶା ର ନାରୀ ମାନେ କେବେ ଦୁର୍ବଳ ନୁହନ୍ତି । ତେବେ ଆସନ୍ତୁ ଜାଣିବା ଭିଡିଓ ମାଧ୍ୟମ ରେ ଝିଳିକ୍ କଣ ସବୁ କହିଲେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *