ଆସୁ ଆସୁ ବାଇଡେନ ଦେଲେ ଭାରତକୁ ଶକ୍ତ ଝଟକା ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଯୋ ବାଓଡେନ୍ ଆମେରିକା ର ରାଷ୍ଟ୍ରପତି ହେବା ସଙ୍ଗେ ସଙ୍ଗେ ଭାରତ ପ୍ରତି କଣ ତାଙ୍କ ର ଅଭିମୁଖ୍ୟ ରହିଛି ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଡ୍ରନାଲ୍ଡ ଟ୍ରୁମ୍ପ ଯୁଗ ସରିବା ସଙ୍ଗେ ସଙ୍ଗେ ଯୋ ବାଓଡ଼େନ୍ ର ଯୋଗ ଆରମ୍ଭ ହେଇଚି ।ଏହାରି ଭିତରେ ହୁଆଟି ହାଓସ ରେ ଯୁ ବାଓଡ଼େନ୍ ଙ୍କୁ ସ୍ଵାଗତ ବହୁତ୍ ଯୁର ଦାର କରାଯାଇଛି । ଏହାରି ଭିତରେ ଜୁ ବାଓଦେନ୍ ରାଷ୍ଟ୍ରପତି ପଦରେ ଶପଥ ନେବା ପରେ ଭାରତ ପ୍ରତି କଡା ପଦକ୍ଷେପ ନେଇଛନ୍ତି । ଯୁ ବାଉଡେନ୍ ତାଙ୍କର ପ୍ରଥମ ଦିନରେ ତାଙ୍କ ର ପ୍ରଥମ କାର୍ଯ୍ୟ ଥିଲା ଦୋନାଲ୍ ଟ୍ରଂପ୍ ଜଉ ସବୁ କାମ କରିବା ପାଇଁ ଫାଇଲ କରିଥିଲେ ସେ କାମ କୁ ସବୁ ରୋକ୍ ଲଗେଇବେ । ବାଉଦେନ ସମୟ ରେ ତାଙ୍କର ବୈଦେଶିକ ମନ୍ତ୍ରୀ ହେଲେ ଅନ୍ତୋନି ବ୍ଲେଙ୍କେନ୍ ଯିଏ ଭାରତ ପ୍ରତି କଢ଼ା ମାନଭାବ ରଖିଛନ୍ତି ।କିନ୍ତୁ ତାଙ୍କର ପାକିସ୍ତାନ ଏବଂ ଚାଇନା କୁ ବେଶୀ ଭଲ ପାଉଛନ୍ତି ।

 

କିଛି ଦିନ ତଳେ ଜମୁ କାଶ୍ମୀରୀ ରେ ଭାରତ ସରକାର ଜଉ ସବୁ ଅକ୍ଟ କୁ ଉଠେଇ ଥିଲା ସେ ଅକ୍ଟ୍ କୁ ଆମେରିକା ର ବର୍ତମାନ ର ବୈଦେଶିକ ମନ୍ତ୍ରୀ ବିରୁଦ୍ କରି କହିଥିଲା କି ଭାରତ ଯାହା କରୁଚି ଭୂଲ କରୁଚି ଯଦି ସେ ଏହା ଉପରେ ଠିକ୍ ପଦେକ୍ଷପ ନ ନିଏ ତାହାଲେ ଆମେ ବେକ୍ତି୤ ଗତ ଭାବେ ଏହି ଘଟଣା ରେ ମୁଣ୍ଡ ପୁରେଇବୁ । 

 

ଏହା ପରେ ତାଙ୍କର ସାମରିକ ମୁଖ୍ୟ ଲୋୟେଡ୍ ଅଷ୍ଟିନ୍ ହେଇଛନ୍ତି । ଯେତେବେଳେ ଡନାଲ ତ୍ରମ୍ପ୍ ପାକିସ୍ତାନ କୁ ସବୁ ପ୍ରକାର ର ଆର୍ଥିକ ସହାୟତା ବନ୍ଦ କରିଦେଇଥିଲା କାରଣ ପାକିସ୍ତାନ ଆତଙ୍କବାଦୀ ସପକ୍ଷ ରେ କାମ କରୁଥିଲା ଏବଂ ଅଫାନିସ୍ତନ୍ କୁ ଯାହା ସାହାଯ୍ୟ କରିବା କଥା କରୁନଥିଲା କିନ୍ତୁ ଏବେକାର ସାମରିକ ମୁଖ୍ୟ କିନ୍ତୁ ସଫା ସଫା କହି ଦେଇଛନ୍ତି ପାକିସ୍ତାନ କୁ ସମ୍ପୂର୍ଣ ରୂପେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜୁ ବଉଦେନ୍ ଯେମିତି ପାକିସ୍ତାନ ପ୍ରତି ଉଦାର ମାନଭବ୍ ଦେଖାଇଛନ୍ତି  ଏଥିରୁ ଜଣା ପଡ଼ୁଚି ପାକିସ୍ତାନ ପ୍ରତି ତାଙ୍କର ବହୁତ୍ ସପୋଟ ରହିବ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *