ଆସୁଛି ଭୟଙ୍କର ଶୀତ ସହିତ ଘନ କୁହୁଡି । ଏହି ସବୁ ଜିଲ୍ଲା କୁ ଦିଆ ଗଲା ଓୟାର୍ନିଂ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଭୟାନକ ବର୍ଷା ସହ ଆଗକୁ ଆସୁଚି ପର୍ବଳ ଶୀତ। ଆଗାମୀ ପାଣିପାଗ ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆଗାମୀ ସମୟ ରେ ଶୀତ ବଢ଼ିବ ବର୍ଷା ପାଇଁ ଯାହାକି ଆଗାମୀ ସମୟରେ ଆସୁଚି ପ୍ରବଳ ବର୍ଷା ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କଣ ରହିଛି ଆସନ୍ତୁ ଜାଣିବା । ଦେଶ ରେ ଶୀତ ର ପ୍ରବହାବ ଜାରି ରହିଛି ଖାସ୍ କରି ଭାରତ ରେ କୋହଲା ପବନ ପାଇଁ ଜୀବନ ଯାପନ ପ୍ରଭାବିତ କରିଛି ।ଏବଂ ପାର୍ବତ୍ୟ ଅଞ୍ଚଳ ରେ ତୁଷାର ପାତ ହେଉଛି ଯାଉଥି ପାଇଁ ତାପମାତ୍ରା ହ୍ରାସ ପାଉଛି ଜଉ ପାଇଁ ଲୋକେ ପ୍ରଭାବିତ ହେଉଛନ୍ତି ଏପଟେ କେତେକ ସ୍ଥାନ ରେ ତାପମାତ୍ର ବୃଦ୍ଧି ହେଇ ଦେଶ ରେ ଅନେକ ସ୍ଥାନ ରେ ବର୍ଷା ହବା ର ଲାଗିଛି । ପାଣି ପାଗ ବିଭାଗ ର ସୂଚନା ଅନୁସାରେ ଦକ୍ଷିଣ ଭାରତ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

ଏବଂ 10 ଟି ଜିଲ୍ଲା ରେ ଘନ କୁହୁଡି କୁ ନଜର ଆସିବା ପାଇଁ ଥିବା ବେଳେ ଭୁବନେଶ୍ୱର ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ସଂମ୍ପର୍କ୍ତ ଜିଲ୍ଲା ପାଇଁ ୱାର୍ଣ୍ଣଂ ଜାରି କରି ଥିବା ବେଳେ ଏହି ସବୁ ଜିଲ୍ଲା ଗୁଡିକ ରେ ଜାନ ବାହାନ ଜାତାୟତ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଦିପ୍ ଜେନା ନିର୍ଦ୍ଧେଶ  ଦେଇଛନ୍ତି । 

 

ଏହା ସହିତ ଘନକୁହୁଡ଼ି ଅନୁଭୂତ ହେବାକୁ ଯାଉଥିବା ୧୦ ଟି ଜିଲ୍ଲା ଗୁଡିକ ହେଲା ମୟୁରଭଞୀ , ଭଦ୍ରକ କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର , ଜଗତସିହଂ ପୁର , କଟକ , ଅନୁଗୁଳ ବୈଦ୍ଧ , କନ୍ଧମାଳ ଏବଂ ନୟାଗଡ ରହିଛି । ଅସହ୍ୟ ଥଣ୍ଡା ପାଇଁ ଜନ ଜିବନ ଅସ୍ତ୍ୟବସ୍ତ ହୋଇ ପଡିବ ସେହି ପରି ବେଳେ 22 ତାରିଖ ରୁ ହିଁ ତାପମାତ୍ରା ରେ 2ରୁ 3 ଡୀଗ୍ରୀ କମିବ ବୋଲି ସୂଚନା ରହିଛି ,

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *