ଶାଖାଳୁ ଜୁଆଣି ପାଣି ପିଇଲେ ଦୂର ହୁଏ ଏହି ୧୦ ସମସ୍ୟା ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆଜି ଆମେ ଜୁଆଣି ର କିଛି ଉପକାରିତା ସମ୍ପର୍କରେ କହିବୁ ଯାହା କୁ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ଆପଣ ଜାଣିଥିବେ ଜୁଆଣି ଆପଣ ଙ୍କ ରୋଷେଇ ଘରେ ଏକ ମସଲା ରୂପେ ବ୍ୟବହାର କରନ୍ତି । କିନ୍ତୁ ଏହା କେବଳ ମସଲା ନୁହଁ ଏହାର ଔଷଧୀୟ ଗୁଣ ଭରି ରହିଛି । ଜୁଆଣି ରେ କାଲ୍ସୀୟମ୍ ,ପଟାସୀୟମ, ଫସଏଫରସ୍ , ଏବଂ ଆୟୁଡିଁନ୍ ନାମକ କ ଭିଟାମିନ ରହିଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେଇଥାଏ । ଜୁଆଣି ର ବ୍ୟବହାର କଉ ପୁରାତନ କାଳ ରୁ କରା ଯାଉଥିଲା । ଆସନ୍ତୁ ଜାଣିବା ଜୁଆଣି ରେ କଣ ଉପକାରିତା ରହିଛି ।

 

୧- ଜୁଆଣି ଖାଇବା ଦ୍ବାରା ପାଚନ କ୍ରିୟା ଭଲ ହେଇଥାଏ । ଜୁଆଣି ପାଣି ପିଲେ ଶରୀର ର ମେତବିଲିଗିମ୍ ବଢି ଯାଇଥାଏ ଏହା ଦ୍ଵାରା ହଜମ ଭଲ ରେ ହେଇ ଥାଏ । କୁଷ୍ଟ କଠିନ୍ୟ, ଏସିଡିଟି ଡାଇରିଆ ଭଳି ରୋଗ ରୁ ମୁକ୍ତି ମିଳି ଥାଏ ।

 

୨- ସାଧାରଣ ଥଣ୍ଡା ଏବଂ ସର୍ଦ୍ଦି ଦୁର କରି ଥାଏ । ଜୁଆଣି କୁ ଉଷୁମ ପାଣି ରେ ପକେଇ ପିଲେ ସାଧାରଣ ଥଣ୍ଡା ଏବଂ ସର୍ଦ୍ଦି ରୁ ମୁକ୍ତି ମିଳେ । ଜୁଆଣି ଗୁଣ୍ଡ କୁ ଏକ କପଡା ରେ ବାନ୍ଧି ସୁଙ୍ଗିବା ଦ୍ଵାରା ମୁଣ୍ଡ ବିନ୍ଦା ରୋଗ ଭଲ ହେଇ ଥାଏ ।

 

୩- ଦାନ୍ତ ବିନ୍ଧା ଏବଂ କାନ ବିନ୍ଧା ଦୁର କରେ ।ଯଦି ଥଣ୍ଡା ରୁ ଆପଣ ଙ୍କ ଦାନ୍ତ ଏବଂ କାନ ବଥା କରିଥାଏ ଜୁଆଣି ସମ୍ପୂର୍ଣ ରୂପେ ଭଲ କରି ଦିଏ । କାନ ବିନ୍ଦୁ ଥିଲେ କାନ ରେ ଜୁଆଣି ତେଲ ପକେଇଲେ ଭଲ ହେଇ ଥାଏ ।ଏବଂ ଦାନ୍ତ ବିନ୍ଦୁ ଥିଲେ ଗରମ ପାଣି ରେ ଜୁଆଣି ଗୁଣ୍ଡ ପକେଇ କୁଳି କଲେ ଭଲ ହେଇ ଥାଏ ।

 

୪- ଚୁଟି ଧଳା ହେବା ସମସ୍ୟା ଦୂର କରି ଥାଏ । ଯଦି ବୟସ ପୂର୍ବ ରୁ ଚୁଟି ପାଚୁଚି ତାହାଲେ ଜୁଆଣି ପାଣି ର ବ୍ୟବହାର ।

 

୫- ଆଣ୍ଠୁ ଗଣ୍ଠି ରୋଗ ଭଲ କରି ଥାଏ । ଜୁଆଣି ରେ ଥିବା ଅନ୍ତିବତିକ୍ ଗୁଣ ପାଇଁ ଆଣ୍ଠୁ ରୋଗ ଭଲ ହେଇ ଜଣେ 

 

୬- ମାସିକ ଧର୍ମ ରେ ଅତ୍ୟଧିକ ବିଲ୍ଡିଂ ହବା ଏବଂ ମାସିକ ଧର୍ମ ରେ ଅସୁବିଧା ହେବା ଭଳି ଅସୁବିଧା ଦୁର କରି ଥାଏ। ଦୁଇ ଚାମୁଚ ଜୁଆଣି ଗୋଟେ ଗ୍ଲାସ ପାଇଁ ପାଣି ରେ ପିଲେ ମାସିକ ଧର୍ମ ଦବନ୍ଦ୍ବାତ୍ମକ ଦୁର ହେଇ ଥାଏ ।

 

୭- କିଡନୀ ଷ୍ଟୋନ ଭଲ କରି ଥାଏ ।ପ୍ରାକୃତିକ ଉପାୟ ରେ କିଡନୀ ରୁ ଷ୍ଟୋନ ମଲେବା ପାଇଁ ଏହା ନିହାତି ଆବଶ୍ୟକ ।ଗୋଟେ ଚାମଚ ଜୁଆଣି ,ଗୋଟେ ଚାମଚ ମହୁ ଏବଂ ଗୋଟେ ଚାମଚ୍ ଭିନେଗାର ମିଶାଇ ସେବନ କଲେ ଏହି ରୋଗ ଭଲ ହେଇଥାଏ ।

 

୮- ଓଜନ କମେଇବା ରେ ସାହାଯ୍ୟ କରିଥାଏ । ମୋଟାପଣ ,ପେଟ ଚର୍ବି ,ଓ ଓଜନ କମେଇବା ରେ ସାହାଯ୍ୟ କରି ଥାଏ । ଯଦି ଲଗାତାର ଗୋଟିଏ ମାସ ଜୁଆଣି ପାଇଁ ପିଉଛନ୍ତି ତେବେ ଆପଣଙ୍କ ର ଏହି ରୋଗ ଭଲ ହେଇ ଥାଏ ।

 

୯- ଡ଼ାଇବିଟିସ୍ ରୁ ମୁଁ ମୁକ୍ତି ମିଳି ଥାଏ। ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଜୁଆଣି ପାଣି ପିଲେ ଡାଇବିଟିସ୍ କମ୍ ହେବାର ସମ୍ଭାବନା ରହିଛି ।

 

୧୦- ଅନିଦ୍ରା ଏବଂ ମାନସିକ ଚାପ ଦୁର କରି ଥାଏ । ଜୁଆଣି ର ସେବନ କଲେ ଭଲ ନିଦ ହେବା ସହ ମାନସିକ ଚାପ ଏବଂ ଥକା ପଣ ଦୁର ହେଇ ଥାଏ । ଏହା ଆମ ହାଟ କୁ ମଧ୍ୟ ସୁସ୍ଥ ରଖି ଥାଏ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *