ଚାଉଳ କୁ ନେଇ କରନ୍ତୁ ଏହି କାର୍ଯ୍ୟ,ଘରେ ହେବ ଧନ ର ବର୍ଷା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଚାଉଳ କୁ ନେଇ କରନ୍ତୁ ଏହି କାର୍ଯ୍ୟ ଯାହା ଫଳରେ ଆପଣଙ୍କ ଭାଗ୍ୟ କୁ ଆପଣ ପରିବର୍ତ୍ତନ କରିପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ମୁଠାଏ ଚାଉଳ ଆପଣଙ୍କ ଭାଗ୍ୟ ଖୋଲିଦେଵ । କଥା ଟା ବିଶ୍ୱାସ ନ ହେଉଥିଲେ ବି ସତ୍ୟ । ଯାହା ଭଗବାନ ଙ୍କ ର ଲିଖିତ ଏକ ପୁରାଣ ଗ୍ରନ୍ଥ ରୁ ଏହି ପ୍ରମାଣ ମିଳିଛି । ତେବେ ମଣିଷ ମାନେ ହିଁ ଅଭାବ ଏବଂ ଅନଟନ ଏହା ସତ୍ତ୍ୱେ ବି ଆପଣଙ୍କ ପାଇଁ ଭଗବାନ ସଦା ସର୍ବଦା ବାଟ ଖୋଲି ଦେଇଥାନ୍ତି ବିଭିନ୍ନ ଉପାୟ ରେ । 

 

ତେବେ ଏହି ଉପାୟ ଟି ହେଲା ଯାହା ସାହାର୍ଯ୍ୟ ରେ ଆପଣ ମା ଲକ୍ଷ୍ମୀ ଙ୍କ ସିଧା ସଳଖ ଭାବେ ଆଶ୍ରିବାଦ ପାଇ ପାରିବେ । ସର୍ବ ପ୍ରଥମେ ଆପଣ ଏକ ମାଟି କଳସ ନେବେ ସେହି କଳସ ରେ ଚାଉଳ ଭର୍ତି କରି ସେଥିରେ ୨ ଟି ଦୁବ ଘାସ ଏବଂ ଏକ ମୁଦ୍ରା ପକାଇ ଏହାକୁ ଏକ ନାଲି କପଡା ରେ ବାନ୍ଧି ଗୁରୁବାର,କିମ୍ବା ଶୁକ୍ରବାର ଦିନ ଘର ର ଉତ୍ତର ପଶ୍ଚିମ ଦିଗରେ ଥୋଇ ପୂଜା କରନ୍ତୁ । 

 

ସେହିଦିନ ଠାରୁ ଏକ ବର୍ଷ ପରେ ସେହି କଳସ କୁ ଏକ ବହୁଥିବା ଜଳାଶୟ ରେ ଭସାଇ ଦିଅନ୍ତୁ ଏବଂ ସେଥିରେ ଥିବା ମୁଦ୍ରା କୁ ପାଖରେ ରଖନ୍ତୁ । ଦେଖିବେ ଆପଣଙ୍କ ଜୀବନ ରେ ଟଙ୍କା କୁ ନେଇ ଲାଗିରହିଥିବା ସମସ୍ତ ଅସୁବିଧା ଦୂର ହେବା ସହ ଆପଣଙ୍କ ଭାଗ୍ୟ ର ପରିବର୍ତ୍ତନ ହେବା ଆରମ୍ଭ ହୋଇଯିବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *