ସ୍ତ୍ରୀ ସିନ୍ଦୁର ଲଗେଇବା ବେଳେ ଏହି ମନ୍ତ୍ର ଜପ କଲେ । ସ୍ୱାମୀ ର ଟଙ୍କା ଆସିବାର ସବୁ ବାଟ ଖୋଲିଯାଏ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସିନ୍ଦୁର ମାରିବାର ନୀତି ନିୟମ ସମ୍ପର୍କରେ ଯାହା ଫଳରେ ଆପଣଙ୍କ ସ୍ୱାମୀ ଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ନାରୀ ହେଲା ପୁରୁଷ ର ଶକ୍ତି । ନାରୀ ବିନା ଏ ସୃଷ୍ଟି ଅସମ୍ପୂର୍ଣ୍ଣ । ତେବେ ଜଣେ ମହିଳା ଏକ ଇତିହାସ ପରିବର୍ତ୍ତନ କରିବାର କ୍ଷମତା ରଖିଥାନ୍ତି । ତେବେ ନାରୀ ମାନଙ୍କ ଶକ୍ତି ବିଷୟରେ ଇତିହାସ ରେ ବହୁ ଦୃଷ୍ଟାନ୍ତ ରହିଅଛି । ତେବେ ଜଣେ ମହିଳା ଯେଉଁଭଳି ଭାବେ ନିଜର କାର୍ଯ୍ୟ ଦକ୍ଷତା ଦ୍ୱାରା ଇତିହାସ ପରିବର୍ତ୍ତନ କରିବାର କ୍ଷମତା ରଖନ୍ତି ।

 

 ତେବେ ସେ ନିଜ ସ୍ୱାମୀ ଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ମଧ୍ୟ ଶକ୍ତି ଏବଂ ସାମର୍ଥ୍ୟ ରଖନ୍ତି । ତେବେ ସ୍ୱାମୀ ର ଶକ୍ତି ସ୍ତ୍ରୀ ର ମଥାରେ ରହିଥାଏ ।  ତେବେ ସ୍ତ୍ରୀ ନିଜର ମଥାରେ ଲଗାଉଥିବା ସିନ୍ଦୁର ରୁ ସ୍ୱାମୀ ର ଭାଗ୍ୟ କିଭଳି ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା । ତେବେ ଯଦି ସ୍ତ୍ରୀ ଲୋକ ମାନେ ନିଜ ମଥାର ଲମ୍ବା କରି ସିନ୍ଦୁର ଲଗାନ୍ତି ତେବେ ସେମାନଙ୍କ ଭାଗ୍ୟ ସବୁବେଳେ ହସ ଖୁସି ରେ ରହିଥାଏ ।

 

 ସେହିଭଳି ଯଦି ମହିଳା ମାନେ ନ ଦେଖା ହେଲା ଭଳି ସିନ୍ଦୁର ଲଗାଇଥାନ୍ତି ସେମାନଙ୍କ ସ୍ୱାମୀ ମାନଙ୍କ ଭାଗ୍ୟ ଖରାପ ହେବାକୁ ଯାଉଛି । ତେବେ ଯେଉଁମାନେ ସିନ୍ଦୁର ଲଗାଇଲା ବେଳେ ସିନ୍ଦୁର ତାଙ୍କ ମଥା ରୁ ଖସି ନାକ ରେ ପଡିଥାଏ । ତେବେ ସେମାନଙ୍କ ସ୍ୱାମୀ ମାନଙ୍କ ଭାଗ୍ୟ ଅଳ୍ପ ଦିନ ମଧ୍ୟରେ ପରିବର୍ତ୍ତନ ହୋଇଯିବାର ସମ୍ଭାବନା ଅଛି । ତେବେ ଆପଣ କେଉଁ ଭଳି ଭାବେ ସିନ୍ଦୁର ପିନ୍ଧିବେ ତାହା ଆପଣ ଚିନ୍ତା  କରନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *