ଶନି ଦେବଙ୍କ କୃପାରୁ ଏହି ଦୁଇଟି ରାଶି ରେ ଧନ ର ବର୍ଷା ଯୋଗ …ଜାଣନ୍ତୁ ଆପଣଙ୍କ ରାଶି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଏମିତି କିଛି ରାଶି ବିଷୟରେ ଯାହା କୁ ଶନି ଦେବା ଙ୍କ ଅଶେଷ କୃପା ତାଙ୍କ ଉପରେ ପଡ଼ିବାକୁ ଯାଉଚି । ତେବେ ସେହି ୨ ରାଶି ଉପରେ କଣ କୃପା ରହିଛି ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ପ୍ରାୟ ଏହି ଦୁନିଆ ରେ ଏମିତି କେହି ବି ଲୋକ ନଥିବେ ଯେ କି କେବେ ଦୁଃଖ କୁ ସାମ୍ନା କରି ନଥିବେ । ଏହି ଦୁନିଆ ରେ ଦୁଃଖ ସୁଖ ଲାଗି ରହିଛି । ଏହାରି ଭିତରେ ୧୦୦୦ ବର୍ଷ ପରେ  ଶନି ଦେବ୍ ଙ୍କ ର ଏମିତି ୨ ରାଶି ଉପରେ କୃପା ପଡ଼ିଛି ଯାହା ଫଳ ରେ ସେହି ରାଶି ର ବେକ୍ତି୤ ଙ୍କ ର ଧନ ର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ବଡ଼ିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଙ୍କ ବିଷୟରେ ।

 

ବିଛା ରାଶି

ବିଛା ରାଶି ର ବେକ୍ତୁ ମନ ଙ୍କ ର ବର୍ତମାନ ସାମାଜିକ ସୃଢୁଡ଼ ରହିବା ସହ ଅତ୍ୟନ୍ତ ଶୁଭ ମୟ ରହିବ । ଏହି ଦିନ ମାନ ଙ୍କ ରେ ଯଦି କୌଣସି ବାଣିଜ୍ୟ କାମ ରେ ହାତ ଦେଉଛନ୍ତି ଆପଣ ଙ୍କୁ ବହୁତ୍ ସୁଫଳ ମିଳିବ ।ଏହି ବେକ୍ତି୤ ର ବେକ୍ତି୤ ଗତ ଜୀବନ ଆନନ୍ଦ ଉଲ୍ଲାସ ରେ ରହିବ । ଏହି ସମୟରେ ଯେ କୌଣସି ପରୀକ୍ଷା ରେ ଦେଉଛନ୍ତି ଆପଣ ଙ୍କୁ ସଫଳ ମିଳିବ । ଯଦି ଗରିବ ମାନଙ୍କୁ ବସ୍ତ୍ର ଦାନ କରୁଛନ୍ତି ତେବେ ଶନି ଦେବ୍ ଙ୍କୁ ଅଶ୍ରିବାଦ୍ ବଡ଼ି ଯିବ ।

 

ତୁଳା ରାଶି

ତୁଳା ରାଶି ର ବେକ୍ତି୤ ମାନଙ୍କ ର ଏହି ସବୁ ଦିନ ମାନ ଶୁଭ ରହିବ । ଯେ କୌଣସି ନୂଆ କାର୍ଯ୍ୟ କରିବା ରେ ଅନୁକୂଳ ସମୟ ରହିଛି । ଜୀବନ ସାଥି ଏବଂ ସନ୍ତାନ ମାନଙ୍କ ର ସ୍ବାସ୍ଥ୍ୟ ଗତ ସମସ୍ୟା ଭଲ ରହିବ । ଯଦି କୌଣସି କାର୍ଯ୍ୟ ରେ ବିଫଳତା ସାମ୍ନା କୁ ଆସେ ତେବେ ଏହା ତାଳି ଯିବ । ଚାକିରି କ୍ଷେତ୍ର ରେ ଆପଣ ଙ୍କ ର ପଦ ଉନ୍ନତି ହେବ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *