ଜଣେ ବରକୁ ଦୁଇ କନିଆଁ । ପଢିଲେ ଏହି ଖବର ଆପଣ ବି ହୋଇଯିବେ ତାଯୁବ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଏକ ଦମଦାର ଖବର ଜନେଇବୁ ଯାହା କି ଗୋଟିଏ ମଣ୍ଡପ ରେ ୨ ଜଣ କନିଆଁ  କୁ ଜଣେ ବର ।ଏହି ଖବର ବିଷୟ ରେ ସଂପୂଣ୍ଣ ଘଟଣା ଜାଣିବ ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।

 

ଜଣେ ବର କୁ ଦୁଇ ଜଣ କନିଆଁ କଥା ଟି ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ଏହି ଘଟଣା ପୁରା ଦେଶ ରେ ଚହଳ ପକାଇଛି । ଯାହା କି ଗୋଟିଏ ମଣ୍ଡପ ରେ ଦୁଇ ଟି ପ୍ରେମିକା କୁ ବିବାହ କଲେ ଯୁବକ ଜଣ କ । ଏହି ଘଟଣା ପଛ ରେ ଏମିତି କିଛି ପ୍ରେମ କାହାଣୀ ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ । 

 

ଆଜି କାଲି କିଏ ନିଜ ସ୍ବାମୀ ଙ୍କୁ ୨.୫ ଲକ୍ଷ ରେ ବିକ୍ରି କରି ଦେଉଛି ତ ଆଉ କିଏ ବେଦୀ ଉପରୁ ଛାଡ଼ି ଚାଲି ଯାଉଛନ୍ତି ପ୍ରେମିକା ପାଖକୁ । ଏହାରି ଭିତରେ ଏମିତି ଏକ ଖବର ଆସିଛି ଯାହା ଶୁଣି ଆଶ୍ଚର୍ଯ୍ୟ ହେଇଯିବେ । ଗୋଟିଏ ମଣ୍ଡପ ରେ ଜଣେ ବର ଦୁଇ ଜଣ କନିଆଁ  ଙ୍କୁ ବିବାହ କରିଛନ୍ତି । ଏହା ଆଇନି ବିରୁଧି ହେଲେ ମଧ୍ୟ ଗୋଟିଏ ମଣ୍ଡପ ରେ ଦୁଇ ଜଣ ଙ୍କୁ ବିବାହ କରିଛନ୍ତି ଯୁବକ ଜଣକ । ଛତିଶଗଡ ରାଜ୍ୟ ର ଏକ ବସ୍ତି ର ବାହାଘର ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ କରିଛି ।

 

ଏଥରେ ରହୁଥିବା ଚନ୍ଦୁ ନାମକ ଯୁବକ ଦୁଇ ଜଣ ପ୍ରେମିକା ଙ୍କୁ ଗୋଟିଏ ମଣ୍ଡପ ରେ ବିବାହ କରିଛି । ଯୁବକ ଜଣକ ଦୀର୍ଘ ଦିନ ଧରି ଦୁଇ ଜଣ ପ୍ରେମିକା ସହ ସମ୍ପର୍କ ରଖିଥିଲେ । ଜାନୁଆରୀ ୩ ଏହି ବାହାଘର ହେଇଥିଲା ଜାଉଥିରେ ଗାଁ ର ଅନେକ ଲୋକ ଯୋଗ ଦେଇଥିଲେ । ଚାନ୍ଦୁ ର କହିବା କଥା ଦୁଇ ଜଣ ଯୁବତୀ ତାଙ୍କୁ ଭଲ ପାଉଥିଲେ  ସେ କାହାକୁ ଠକିବାକୁ ଚାହୁଁ ନଥିଲେ  । ପ୍ରାୟ ୩ ବର୍ଷ ପୂର୍ବେ ସେ କସିବ କୁ ଭେଟି ଭଲ ପାଇବସିଥିଲେ ।ଏହା ପରେ ସେ ଚଣ୍ଡୁ ର ଗ୍ରାମ ଏକ ବିବାହ ରେ ଆସିଥିବା ହସିନା ନାମକ ଝିଅ କୁ ଭଲ ପାଇ ବସିଥିଲେ । ଏବଂ ଛନ୍ଦୁ ହସୀନା କୁ ପୂର୍ବ ପ୍ରେମ ବିଷୟ ରେ କହିଥିଲେ ।ଏହା ପରେ ଚନ୍ଦୂ ଦୁଇ ଜଣ ଙ୍କୁ ଗୋଟିଏ ଜାଗା ରେ ଭେଟ କରେଇ ଥିଲା ଏବଂ ଦୁଇ ଜଣ ଙ୍କ ସହ ମାଟି ରେ ସେ ଦୁଇ ଜଣା ଙ୍କୁ ବିବାହ କରିଥିଲେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *