ବାସୀ ପଖାଳ ର ଚମତ୍କାର କାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଥରେ ନିହାତି ଜାଣନ୍ତୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ବାସି ଭାତ ବା ବାସି ପଖାଳ ଆମ ଦେହ ପାଇଁ କେତେ ଉପକାରୀ । ତେବେ ବାସି ଭାତ ବା ପଖାଳ ର କଣ ଉପକାରିତା ଗୁଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାସି ଭାତ ଆମ ଶରୀର କୁ ଅନେକ କ୍ଷେତ୍ରରେ ଫାଇଦା ଦେଇଥାଏ। ଆପଣ ଜାଣିଥିବେ ଆମକୁ ଡାକ୍ତର ମାନେ ସବୁବେଳେ କହିଥାନ୍ତି ତାଜା ଖାଦ୍ୟ ଖାଇବା ପାଇଁ ଯାହା ଖାଇବା ଦ୍ଵାରା ଆମ ଶରୀର ରେ ଅନେକ ଫାଇଦା ମିଳେ। କିନ୍ତୁ ରାତିରେ ଜଉ ଭାତ ରନ୍ଦା ଯାଇଥାଏ ସେଇ ଭାତ କୁ ରାତିରେ ରଖି ସକାଳେ ଖାଇବା ଦ୍ଵାରା ଆମ ଶରୀର ରେ ଅନେକ କ୍ଷେତ୍ରରେ ଲାଭଦାୟକ ହେଇ ଥାଏ । ଆସନ୍ତୁ ଜାଣିବା କଣ ରହିଛି ପଖାଳ ଭାତ ର ପୃଷ୍ଟିକର ଉତ୍ପାଦନ।

 

ଆପଣ ମାନେ ଜାଣିଛନ୍ତି ପଖାଳ ଭାତ ପ୍ରତିଟି ଓଡ଼ିଆ ଙ୍କ ର ପ୍ରିୟ ଖାଦ୍ୟ । ତେବେ ବୈଜ୍ଞାନିକ ମାନେ ପଖାଳ ଭାତ ଉପରେ ଏକ ରିସର୍ଚ୍ଚ କରି ଏକ ତଥ୍ୟ ସାମ୍ନା କୁ ଆଣିଛନ୍ତି କୁ ବାସି ଖାଦ୍ୟ ଖାଇବା ରେ କଣ ଉପକାରିତା ରହିଛି । ପଖାଳ ଖାଇବା ଦ୍ବାରା ପେଟ ରୋଗ ରୁ ମୁକ୍ତି ମିଳେ। ପଖାଳ ସବୁବେଳେ ପେଟ ଗରମ୍ କୁ ଦୁର କରେ । ଅଲ୍ସର ଦୁର କରିବା ପାଇଁ ବାସି ଭାତ ଖାଇବା ନିହାତି ଆବଶ୍ୟକ। କୁଷ୍ଠକଥିନ୍ୟ ପାଇଁ ଏହା ମୁୈାଶଧି ଭଳି କାମ କରେ। ବାସି ପଖାଳ ଖାଇବା ଦ୍ବାରା ସବୁବେଳେ ସତେଜ ଲଗେ ଏବଂ ଦେହକୁ ପୃଷ୍ଟି ଯୁଗାଇଥାଏ । ପଖାଳ ଖାଇବା ଦ୍ବାରା ଆପଣ କୌଣସି ନିଶା ଦ୍ରବ୍ୟ କୁ ଦୂରେଇ ପାରିବେ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *