ଜୀବନ ରେ କେବେବି ଅଲଗା ହୁଅନ୍ତି ନାହିଁ ଏହି ୫ ଟି ରାଶିର ଯୋଡି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜୀବନ ଶାସ୍ତ୍ର ଉପର ଏମିତି ଏକ କଥା କହିବୁ ଯାହା ଏମିତି 3ଟି ନାମ ର ଯୋଡି ଅଛି ନିଜ ଜୀବନ ସାଥି ଟୁ ଅଲଗା ହୁଅନ୍ତି ନାହିଁ ।ଆସନ୍ତୁ ଜାଣିବା ଏହା ବିଷୟ ରେ ସମ୍ପୂର୍ଣ ତଥ୍ୟ।

 

ଜୀବନ ରେ ପ୍ରେମ ବିନା କିଛି ନ ଥାଏ । ପ୍ରେମ ର ପରିଭାଷା ଅନେକ ।ସେଥି ମଧ୍ୟ ରୁ ନିଜ ଜୀବନ ସାଥି ସହ ସମ୍ପର୍କ ଅନ୍ୟତମ  । ପୁଅ ହୁଅନ୍ତୁ ଅବା ଝିଅ ସବୁ ବେଳେ ସ୍ଵପ୍ନ ଦେଖନ୍ତି ତାଙ୍କ ଜୀବନ ସାଥୀ କେମିତି ଭଲ ପାଇବା ଏବଂ ସ୍ନେହ ଦେଇପରୁଥିବ । ସେହି ପରି ଆଜି ଆପଣ ଙ୍କୁ ଏମିତି କିଛି ନା ର ଯୋଡି କହିବୁ ଜଉ ମାନଙ୍କର ଅତୁଟ ପ୍ରେମ ରହିଥାଏ ବୋଲି କହିଥାନ୍ତି ।

 

A-S ନାମର ଯୋଡି- ବିଶ୍ୱାସ କରାଯାଏ A-S ନାମ ର ଯୋଡି ସ୍ବର୍ଗ ରୁ ଗଢି ହଇ ଆସି ଥାଏ ବୋଲି କୁହା ଯାଏ । ଏହି ଯୋଡି ମଧ୍ୟ ରେ ଅତୁଟ ଆଉ ଗଭୀର ସମ୍ପର୍କ ରହି ଥାଏ ।ଏମଙ୍କ ପାରିବାରିକ ଝଡ଼ ଯେତେ ଆସିଲେ ବେ କେହି କାହାକୁ ଛାଡ଼ି ଯାନ୍ତି ନାହିଁ ।ଏମାନେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି ।

 

B- M ନାମର ଯୋଡ଼ି-  ଏହି ନାମ ର ଯୋଡି କେବେ ହେଲେ ନିଜ ଜୀବନ ସାଥି କୁ ଧୋକ ଦବା କଥା ଚିନ୍ତା କରନ୍ତି ନାହିଁ । ଏମାନଙ୍କ ର ଚିନ୍ତା ଧାରା ପରସ୍ପର ର ମେଳ ଖାଇଥାଏ । ଏମାନେ ପରସ୍ପର କୁ ବହୁତ୍ ବିଶ୍ୱାସ କରନ୍ତି ।

 

P-R ନାମର ଯୋଡି – ଜ୍ୟୋତିଷ ଶାସ୍ତ୍ରର ଅନୁସାରେ P-R ର ଯୋଡି ଖୁବ୍ ସୁନ୍ଦର ଏବଂ ବହୁତ୍ ଭାଗ୍ୟ ଶାଳୀ ବୋଲି କହନ୍ତି । ଏହି ଯୋଡି ର ପ୍ରେମ ଯେତେ ପୁରୁଣା ହେଇ ଥାଏ ଏମାନଙ୍କ ର ପ୍ରେମ ର ଗଭୀରତା ସେତେ ବଢି ଥାଏ । ଭରସା ଆଉ ଅତୁଟ ପ୍ରେମ ପାଇଁ ଏମାନଙ୍କ ଯୋଡି କେବେ ଅଲଗା ହୁଏ ନାହିଁ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *