ବାଇଡେନ-ଟ୍ରମ୍ଫ ଙ୍କ ଲଢେଇ ମଧ୍ୟରେ ଭାରତ ଉପରେ ଏହାର ପ୍ରଭାବ । ପାକିସ୍ତାନ କରିପାରେ ଆକ୍ରମଣ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଆମେରିକା ର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ଫ ଙ୍କ ମଧ୍ୟରେ ଚାଲିଥିବା କଳହ ର ପ୍ରଭାବ ଭାରତ ଉପରେ କିଭଳି ପଡିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ଆପଣ ମାନଙ୍କୁ ଜଣାଇ ଦେବାକୁ ଯାଉଛି ଜୋ ବାଇଡେନ ଆଉ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ହେବା କୁ ଯାଉଛି । କାରଣ ଜୋ ବାଇଡେନ ଉପ ରାଷ୍ଟ୍ରପତି ଥିବା ସମୟରେ ପାକିସ୍ତାନ ତାଙ୍କର ପାର୍ଲାମେଣ୍ଟ ତରଫରୁ ବାଇଡେନ ଙ୍କୁ ତାଙ୍କ ଦେଶ ର ସବୁଠାରୁ ବଡ଼ ଉପହାର ଦେଇଥିଲେ ।

ଏହା ସହ ଚିନ ରେ ବାଇଡେନ ଙ୍କ ପୁତ୍ର ସବୁଠାରୁ ଅତ୍ୟଧିକ ବେପାର ବଣିଜ ଚଳାଇଛନ୍ତି । ସେଥିପାଇଁ ସେ ସେମାନଙ୍କ ସହ ଭଲ ସଂପର୍କ ରହିବାର ସମ୍ଭାବନା ରହିଅଛି । ଏହା ସହଁ ଯେହେତୁ ମୋଦି ଇଲେକ୍ସନ ସମୟରେ ଯାଇ ଟ୍ରମ୍ଫ ଙ୍କ ଲାଗି ପ୍ରଚାର କରିଥିଲେ । ସେଥିପାଇଁ ବାଇଡେନ ଙ୍କ ଅତ୍ୟଧିକ ରାଗ ମୋଦି ଙ୍କ ଉପରେ ।

ତେବେ ପାକିସ୍ତାନ କିମ୍ବା ଚୀନ ର ଯଦି ଭାରତ ମଧ୍ୟରେ ତିକ୍ତତା ବଢେ ତେବେ ଆମେରିକା ଚୁପ ରହିବା କିମ୍ବା ଭାରତ ଉପରେ ଆକ୍ରମଣ କରିବାର ସମ୍ଭାବନା ଅଛି ।ତେବେ ଏହା ଭାରତ ଉପରେ ଅତ୍ୟଧିକ ପ୍ରଭାବ ପକାଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *