ପ୍ରତିଦିନ ସକାଳୁ ଉଠି ଏହି ମନ୍ତ୍ର କୁ ଉଚ୍ଚାରଣ କରନ୍ତୁ ଦେଖିବେ ଦିନଟି ଅତ୍ୟନ୍ତ ଖୁସି ରେ କଟିଯିବ । କୌଣସି ବାଧା ବିଘ୍ନ ଆସିବ ନାହିଁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏଭଳି ଏକ ମନ୍ତ୍ର ବିଦ୍ୟା ସମ୍ପର୍କରେ ଯାହା କୁ ସକାଳୁ ଉଠି ପ୍ରତ୍ୟେକ ଦିନ ଥରେ ପାଠ କରିଦେଲେ ଆପଣଙ୍କ ମନ ର ସବୁ ମନ ସ୍କାମନା ପୁର୍ଣ ହୋଇଯିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଦେବ ଦେବ ମହାଦେବ ଙ୍କ କ୍ରୁପା ବିଷୟରେ ତ ଜାଣିଛନ୍ତି , ତେବେ ତାଙ୍କ ମହିମା ସମ୍ପର୍କରେ ତ ଭଲ ଭାବେ ଜାଣିଥିବେ । କଣ ଶିବ ଙ୍କୁ ସନ୍ତୁଷ୍ଟ କରିବାର ସହଜ ଉପାୟ ଆପଣଙ୍କୁ ଜଣା ଅଛି ? ଆପଣ ମାନେ ଜାଣିଥିବେ ଶିବ ହେଉଛନ୍ତି ଅଳ୍ପ ରେ ଯିଏ ସନ୍ତୋଷ ଲାଭ କରନ୍ତି । 

 

ସେଥିପାଇଁ ତ ସେ ଅଳ୍ପ ରେ ସନ୍ତୋଷ ହୋଇଯାଉଥିବାରୁ  ତାଙ୍କ ର ନାମ ‘ଆଶୁତୋଷ’ ବୋଲି ଦିଆ ଯାଇଛି । ତେବେ ଶିବ ଙ୍କୁ କେବଳ ଭକ୍ତି ର ସହକାରେ ବେଲପତ୍ର ଦେଇ ମଧ୍ୟ ଜଣେ ମହାଦେବ ଙ୍କୁ ସନ୍ତୁଷ୍ଟ କରିପାରିବ । ତେବେ ଆସନ୍ତୁ ଜାଣିବା ଶିବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆହୁରୀ ଏକ ସହଜ ଏବଂ ସରଳ ଉପାୟ।  

 

ତେବେ ସର୍ବ ପ୍ରଥମେ ଆପଣ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ବିଛଣା ଉପରେ ଭଗବାନ ଶିବ ଙ୍କୁ ଧ୍ୟାନ କରୀ ଏହି ସଂଜୀଵନୀ ମନ୍ତ୍ର କୁ ପାଠ କରନ୍ତୁ । ତେବେ ଏହି ସଂଜୀଵନୀ ମନ୍ତ୍ର ଟି ହେଉଛି “ଟ୍ରୟୋଂ ବକଂ ୟଜା ମହେ ସୁଗନ୍ଧିଙ୍ଗ ପୁଷ୍ଟି ବନ୍ଧନଙ୍ଗ ,ଉର୍ବାରୁକା ମିବ ବନ୍ଦନାଥ ମୂର୍ତ୍ତୃର ମୁଖୀୟ ମାଂବୃତାତ୍ “। ତେବେ ଏହାକୁ ମଧ୍ୟ ଶିବ ନ୍କ ର ମହା ମୃତୁଞ୍ଜୟ ମନ୍ତ୍ର ମଧ୍ୟ କୁହାଯାଏ । ତେବେ ଏହାକୁ ପଢନ୍ତୁ ଆଉ କଣ ପ୍ରଭାବ ପଡୁଛି ଆମ୍ଭକୁ କମେଣ୍ଟ ମାଧ୍ୟମରେ କୁହନ୍ତୁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *