ଚାକିରିଆ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ମିଳିବ ଦୁଇ ଗୁଣିତ ଦରମା ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ସରକାରଙ୍କ ତରଫରୁ ସଂଶୋଧନ ହୋଇଥିବା ଶ୍ରମ ଆଇନ ପାଇଁ ବହୁ ସରକାରୀ କିମ୍ବା ବେସରକାରୀ ଚାକିରିଆ ମାନେ ନିଜ ଦରମା ର ଦୁଇ ଗୁଣିତ ଦରମା ପାଇଁ ପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଶ୍ରମ ଆଇନ ବିଷୟରେ ଆପଣ ମାନେ ଜାଣିଥିବେ । ଯେଉଁ ଥିରେ ୨୦୦୯ ମସିହାରେ ହୋଇଥିବା ଶ୍ରମ ଆଇନ ରେ ଲୋକ ମାନଙ୍କ କାର୍ଯ୍ୟ କରିବା ସମୟ କୁ ୮ ରୁ ବୃଦ୍ଧି କରି ୧୨ ଘଣ୍ଟା କରାଯାଇଥିଲା । ତେବେ ଏହା କୁ ନେଇ ପରବର୍ତୀ ସମୟ ରେ  ବହୁ ଗଣ୍ଡଗୋଳ ହେବା ସହ କର୍ମଚାରୀ ମାନେ ରାଜ ରାସ୍ତା କୁ ମଧ୍ୟ ଆସିଥିଲେ । ଏହା ପରେ ପରବର୍ତ୍ତୀ ସମୟ ରେ ଏହି ଆଇନ କୁ ସଂଶୋଧନ କରାଯାଇ ୯ ଘଣ୍ଟା କରାଗଲା ।

 

 ଯାହା ପୁନର୍ବାର ବର୍ତ୍ତମାନ ସଂଶୋଧନ କରାଯାଇ ୮ ଘଣ୍ଟା କରାଯାଇ । ଯେଉଁ ମାନେ ୮ ଘଣ୍ଟା ସମୟରୁ ଅଧିକ ୧୫-୩୦ ମିନିଟ ଅଧିକ କାମ କରିବ ସେମାନଙ୍କୁ । ନିଜ ଦରମା ର ଦୁଇ ଗୁଣିତ  ଅଧିକ ଦରମା ମିଳିବ । ଏହା କୁ କୌଣସି ବେସରକାରୀ କାମ୍ପାନୀ ଯଦି ନ ମାନେ ତେବେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *