ସ୍ପ୍ରେ କରି ଉଠାଇ ନେଲେ,କାମ ଶାରି ଫୋପାଡ଼ି ଦେଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଦୁର୍ବୁର୍ତ୍ ମାନେ ଜଣେ ସାଧାରଣ ଯୁବକ କୁ ସ୍ପ୍ରେ କରି ଉଠାଇ ନେଲେ,କାମ ଶାରି ଫୋପାଡ଼ି ଦେଲେ  । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନଙ୍କୁ କହିଦେବାକୁ ଯାଉଛୁ ଯେ ବର୍ତ୍ତମାନ ସମୟ ରେ ରାଜଧାନୀ ରେ ଦିନକୁ ଦିନ କ୍ରାଇମ ର ପରିମାଣ ବଢ଼ିବାରେ ଲାଗିଛି । ସେ ପୁଅ ହେଉ ଅବା ଝିଅ ସମସ୍ତ ଙ୍କୁ ସବୁ ସମୟ ରେ ଅପଦସ୍ତ ହେବାକୁ ପଡୁଛି । ସବୁ ବେଳେ ଏ ରାଜଧାନୀ ର ଆବାଳ ,ବୃଧ, ବନିତା ସମସ୍ତେ ବିନା କୌଣସି ଦୋଷ ରେ ଯେ କୌଣସି ରୋକ୍ଷ ର ଶିକାର ହେବାକୁ ପଡୁଛି । ଯାହା ଫଳରେ ରାଜଧାନୀ ବାସୀ ହନ୍ତ ସନ୍ତ ହେଉଛନ୍ତି । 

 

ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଣେ +3 ପଢୁଥିବା କଲେଜ ଛାତ୍ର ସହ । ଘଟଣା ଟି ହେଉଛି ଏହା କି ଜଣେ  ଯୁବକ ଟି +3 ର ତୃତୀୟ ବର୍ଷ ର ଛାତ୍ର । ସେ ନିଜ କୋଚିଙ୍ଗ କ୍ଳାସ ସାରି ଘରକୁ ଫେରିବା ସମୟ ରେ ବିବେକାନନ୍ଦ ମେଡ଼ିକାଲ ସାମ୍ନା ରେ ଦୁଇଟି ଗାଡି ରେ ଦେଳେ ଯୁବକ ଗୋଷ୍ଠୀ ଆସି ତାଙ୍କୁ ଅଟକାଇ ତାଙ୍କ ଆଖିରେ ଏକ କେମିକାଲ ସ୍ପ୍ରେ କରିଥିଲେ। 

 

ଏବଂ ତାଙ୍କୁ ଅନ୍ୟଟ୍ର ସ୍ଥାନ କୁ ନେଇ ସେଠାରେ ସେ ତାଙ୍କୁ ବହେ ମାରିବା ସହ ତାଙ୍କ ପର୍ସ ଏବଂ ମୋବାଇଲ ଛଡାଇ ନେଇ ଯାଇଥିଲର ଏବଂ ଏକ ସ୍ଥାନରେ ଫୋପାଡି ଦେଇ ଥିଲେ । ଯାହା ଫଳରେ ବର୍ତ୍ତମାନ ସେ ମେଡ଼ିକାଲ ରେ ଚିକିତ୍ସା ରତ ଥିବାବେଳେ ତାଙ୍କ ବାପା ସେ ଦୁର୍ବୁତ୍ତ ମାନଙ୍କ ନାମ ରେ ଏକ ମାମଲା ରୁଜୁ କରିଛନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *