ରାତି ଅଧରେ ପହଞ୍ଚିଲେ ବର୍ଷା ଥାନା ରେ । ଅନୁଭବ ଙ୍କୁ ନେଇ କହିଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଭାଇରାଲ ହୋଇଥିବା ଭିଡ଼ିଓ କୁ ନେଇ ବର୍ଷା ଅର୍ଦ୍ଧ ରାତିରେ ଥାନା ରେ ପହଁଚିଲେ । ସେ ବିଷୟରେ ଆମ୍ଭେ ଏହି ପୋର୍ଟାଲ ରେ କହିବାକୁ ଯାଉଛୁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

କିଛି ଦିନ ତଳେ ଆପଣ ଦେଖିଥିବେ କି କିଭଳି ଭାବେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ହୋଇଥିବା ଝଗଡା କୁ ନେଇ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଥିଲା । ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ବିଷୟ ରେ । ତେବେ ସେ ପରବର୍ତ୍ତୀ ସମୟ ରେ ରାଜନୀତି ରେ ପାଦ ଦେବା ପରଠାରୁ । ସତେ ଯେମିତି ତାଙ୍କ ଉପ ରେ ସମସ୍ୟା ର ପାହାଡ଼ ମଧ୍ୟ ରେ  ଘେରି ରହିଛନ୍ତି । 

 

ତେବେ ବର୍ତ୍ତମାନ ର ବହୁ ଚର୍ଚ୍ଚିତ ଅନୁଭବ ଏବଂ ତାଙ୍କ  ପତ୍ନୀ ବର୍ଷା ଙ୍କ ବିବାଦ ଯାହା ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଓଡ଼ିଆ ରାଜନୀତିକ ଜଗତ ରେ ଏକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଆପଣ ଏହି ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ ଯେ ଅନୁଭବ ଏବଂ ବର୍ଷା ପରସ୍ପର ମଧ୍ୟରେ ଝଗଡା ଲାଗିଛନ୍ତି  । ଏବଂ ଅନୁଭବ ତାଙ୍କର ଏହି ଝଗଡା ରେ ବର୍ଷା ଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । 

 

ସେ ଅନୁଭବ କିପରି ସେ ତାଙ୍କ ସହ ରହିବେ । ଏବଂ ଏ ସବୁ ବନ୍ଦ କରିଦେବେ ସେ ନେଇ ତାଙ୍କୁ କହୁଛନ୍ତି । ଏହି ସବୁ କଥା ଆପଣ ଏହି ସବୁ ଭିଡ଼ିଓ ରେ ଦେଖିବାକୁ ପାଇବେ । ତେବେ ଏହି ଭିଡ଼ିଓ କୁ ନେଇ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ନିକଟ ଥାନା ରେ ଏକ ମାମଲା ରୁଜୁ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚା ର ପାତ୍ର ପାଲଟିଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *