କେଶ ଝଡୁଛି କି ? ଜାଣନ୍ତୁ ଏହାକୁ ରୋକିବାର ଘରୋଇ ଉପାୟ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ କେଶ ଜନିତ ସମସ୍ତ ସମସ୍ୟା ରୁ ସହଜ ରେ ଆପଣ ବର୍ତୀ ପାରିବେ ।  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । କେଶ ସମସ୍ୟା ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ଥାରେ ଦେଖା ଯାଉଚି । 

 

କିନ୍ତୁ ଏହି ସମସ୍ୟା ସାଧାରଣ ତହ ଧୂଳି ପ୍ରଦୂଷଣ ଆଦି ଦୁଆର ଚେହେରା ତଥା ନିଜର କେଶ ଉପ ରେ ବହୁ ମାତ୍ର ରେ ପ୍ରଭାବ ପକାଇଥାଏ । କିନ୍ତୁ ଆମ୍ଭେ ମନେ ଦୈନିକ କାର୍ଯ୍ୟ ବହୁଳ ଯିବନ ମଧ୍ୟ ରେ ଏହା ର ଯତ୍ନ ନେବାକୁ ଭୁଲି ଯାଉଛୁ । ବେଳେ ବେଳେ ଆମ୍ଭ ମାନଙ୍କ ରେ ହେଉଥିବା ବାଳ ସମସ୍ୟା ମଧ୍ୟ ଜିନ ର ପ୍ରଭାବ ମାଧ୍ୟମ ରେ ଆମ୍ଭ ପିଲା ମାନଙ୍କ ର ମଧ୍ୟ ଦେଖିବାକୁ ମିଲିଥାଏ । 

 

ଏହା ସାଧାରଣତଃ କେଶ ଝଡିବା କିମ୍ବା କେଶ ର ରଙ୍ଗ ବହୁ ଶୀଘ୍ର ଧଳା ପଡିଯିବା ଆଦି ସମସ୍ୟା ଦେଖା ଯାଇଥାଏ ।କିନ୍ତୁ ଆମ୍ଭେ ମାନେ ବାହାର ର ଧୂଳି ପ୍ରଦୂଷଣ ବହୁ ମାତ୍ର ରେ ଆମ୍ଭ ଶରୀର ଉପରେ ପ୍ରଭାବ ପକାଉଛି । ଏହା ଠାରୁ ବର୍ତ୍ତିବା ର ସାଧାରଣ ଉପାୟ ମାନ ହେଲେ ପ୍ରତି ଏକ ସପ୍ତାହ ମଧ୍ୟ ରେ ୨ ଥର ନିଜ ମୁଣ୍ଡ କୁ ଧୋଇବା । 

 

ତଥା ନିଜ ମୁଣ୍ଡ କୁ ତଥା ଶରୀର କୁ ପ୍ରତିଦିନ ଗରମ ବାମ୍ଫ ଦିଅନ୍ତୁ । ଆହୁରି ମଧ୍ୟ ସପ୍ତାହ ରେ ମୁଣ୍ଡ ଧୋଇବା ପୂର୍ବରୁ ରନ୍ଧା ନଡ଼ିଆ ତେଲ ମାରି ୨ ଘଣ୍ଟା ପରେ ଧୋଇ ଦିଅନ୍ତୁ । ନିଶ୍ଚିତ ଆପଣଙ୍କ ର ମୁଣ୍ଡ ରେ ବାଳ ଝଡ଼ିବା ସମସ୍ୟା କମିଯିବ ।

 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *