ମରିଗଲେ ବି ଭୁଲ ରେ ଏହି ୫ ଟି ସ୍ୱପ୍ନ ବିଷୟ ରେ କାହାକୁ କିଛି କୁହନ୍ତୁ ନାହିଁ। ନହେଲେ ଭୋଗୀ ପାରନ୍ତି ଏହି ସବୁ ଅସୁବିଧା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ୫ ଟି ସ୍ୱପ୍ନ ବିଷୟ ରେ ଯାହା କେବେ କାହାକୁ ବି କହିବା କଥା ନୁହେଁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ସବୁ ମଣିଷ ସ୍ୱପ୍ନ ଦେଖନ୍ତି । ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମ୍ଭେ ମାନେ ରାତିରେ ଦେଖିଥିବା କିଛି ସ୍ୱପ୍ନ ର  ବହୁତ କିଛି କାରଣ ରହିଥାଏ । ଶାସ୍ତ୍ର ଅନୁସାରେ ଏହା ସାଧାରଣତଃ ବିଭିନ୍ନ ସ୍ୱପ୍ନ ର ଆମ୍ଭ ର ଆଗାମୀ ଭବିଷ୍ୟତ ର ସୂଚନା ମଧ୍ୟ ଦେଇଥାଏ ।

 

 ଯାହାକୁ କାହାକୁ କେବେ କହିବା କଥା ନୁହେଁ । ତେବେ ବର୍ତ୍ତମାନ ଆମ୍ଭେ ଆପଣଙ୍କୁ ଏଭଳି ୫ ଟି ସ୍ୱପ୍ନ ବିଷୟ ରେ କହିବାକୁ ଯାଉଛୁ ତାହା କୁ କେବେ କାହା ଆଗ ରେ ପ୍ରକାଶ କରିବା କଥା ନୁହେଁ ।

 

(୧) ସ୍ୱପ୍ନ ରେ ସାପ ଦେଖିବା । ଅତ୍ୟନ୍ତ ଶୁଭଙ୍କର ହୋଇଥାଏ ଏହା କାହା ଆଗରେ କେବେ ପ୍ରକାଶ କରିବା କଥା ନୁହେଁ ।

 

(୨) ସ୍ୱପ୍ନ ରେ ଯଦି ଆପଣ କାହାର ମୃତ୍ୟୁ ଦେଖନ୍ତି । ଏହାକୁ କାହା ଆଗରେ କେବେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହା ଆପଣ ଙ୍କ ର ପାଇଁ ଅତ୍ୟନ୍ତ ଶୋଭାଗ୍ୟ କଥା । ଏହା ଆପନଙ୍କ ଜୀବନ ରେ ଥିବା ସବୁ ସମସ୍ୟା ର ସମାଧାନ ହୋଇ ଯିବାର ସଂକେତ । ଏହା କାହା ଆଗରେ କେବେ କୁହନ୍ତୁ ନାହିଁ ।

 

(୩) ସ୍ୱପ୍ନ ରେ ଭଗବାନ ଙ୍କ ଦର୍ଶନ ।  ଏହା ଆପଣଙ୍କ ଜୀବନ ରେ ଧନ ର ସମସ୍ତ ସମସ୍ୟା ଦୁରୀଭୂତ କରିଥାଏ ।

 

(୪) ଯଦି ଆପଣ ସ୍ୱପ୍ନ ରେ ମାଛ ଦେଖନ୍ତି ତେବେ ଆପଣଙ୍କ ସମସ୍ତ ନ ହେଉଥିବା କାର୍ଯ୍ୟ ହୋଇଥାଏ ।

 

(୫) ସ୍ୱପ୍ନ ରେ ଯଦି ଆପଣ ପ୍ରକୃତି ର ସହ ଜଡିତ ଯେ କୌଣସି ଜିନିଷ ଦେଖନ୍ତି ତେବେ ଆପଣ ଅତି ଭାଗ୍ୟଶାଳି। ଏହା ବିଷୟରେ କେବେ କାହା ସାମ୍ନା ରେ ପ୍ରକାଶ କରନ୍ତୁ ନାହିଁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *