ପୋଲିସ ବାବୁ ଙ୍କ ପାଖ କୁ ଆସି ଏହି କଥା କହିଲେ ଏହି ଯୁବତୀ ଜଣକ । ଏହାପରେ ପୋଲିସ ବାବୁ ଯାହା କଲେ ତାହା ବର୍ତ୍ତମାନ ଚର୍ଚ୍ଚା ପାଲଟିଛି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଉତ୍ତର ପ୍ରଦେଶ ର ପୋଲିସ ବାବୁ ଙ୍କ ପାଖୁକୁ ଆସିଥିବା ଜଣେ ଯୁବତୀ ଏବଂ ଏହା ପରେ ସେ ଯୁବତୀ ସହ ପୋଲିସ ବାବୁ କଣ କଲେ ସେ ବିଷୟ ରେ କହିବାକୁ ଯାଉଛୁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ବର୍ତ୍ତମାନ ଉତ୍ତର ପ୍ରଦେଶ ରେ ଏକ ଘଟଣା ଯାହା ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚା ର ପାତ୍ର ପାଲଟିଛି । ତାହା ହେଉଛି ଜଣେ ପୋଲିସ ଭାଇ ର ଏକ ହୃଦୟ ବିଦାରକ କାର୍ଯ୍ୟ । ତେବେ ଉତ୍ତର ପ୍ରଦେଶ ର ସାହଜାନପୁର ଅଞ୍ଚଳ ରେ ହଠାତ ଜଣେ ଯୁବତୀ କାନ୍ଦି କାନ୍ଦି ଆସି ନିଜ ବାପା ଙ୍କ ନାମ ରେ ଏତଲା ଦେଇଥିଲେ । 

 

ସେ କହିଥିଲେ କି ତାଙ୍କ ଦେହ ବହୁତ ଦିନ ହେଲା ଖରାପ ହେଲାଣି ତାଙ୍କର B+ ବ୍ଲଡ଼ ର ଆବଶ୍ୟକତା ଅଛି । କିନ୍ତୁ ତା ବାପା ତା ପାଇଁ ବ୍ଲଡ଼ ଆଣିବା ବଦଳରେ ତାଙ୍କ ମାଙ୍କ ଠାରୁ ପଇସା ନେଇ ପ୍ରତିଦିନ ମଦ ପିଇ ଦେଉଛନ୍ତି । ଯାହା ଫଳରେ ସେ ବ୍ଲଡ଼ ନ ପାଇବା ବଦଳ ରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଦେବେ ବୋଲି କହିଥିଲେ । 

 

ଏହା ଶୁଣି ସେହି ଥାନା ର ମୁଖ୍ୟ ଅଫିସର ନିଜ ର B+  ରକ୍ତ ଦେବା ପାଇଁ କହିବା ସହ ତାଙ୍କର ସମସ୍ତ ମେଡ଼ିକାଲ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ । ଆଉ ତାହା ମଧ୍ୟ କଲେ ଯାହା ବର୍ତ୍ତମାନ ଉତ୍ତର ପ୍ରଦେଶ ରେ ପୋଲିସ ଭାଇ ମାନଙ୍କ ମୁଣ୍ଡ କୁ ଉଚ୍ଚା କରିଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *