ଶୁଣନ୍ତୁ ଏହି ଫୋନ କଲ ନହେଲେ ସବୁ ଟଙ୍କା ଆପଣଙ୍କର ବି ଚଳୁ ହେଇଯିବ ବ୍ୟାଙ୍କରୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣ ଙ୍କୁ ଏମିତି ଏକ ଖବର ନେଇ ଆସିଚୁ ଯାହା ଜାଣିବା ନିହାତି ଆବଶ୍ୟକ। ଜମାତ୍ର ରେ କେମିତି କେମିତି ଵେଙ୍କ ଠକେଇ ହେଉଛି ଆସନ୍ତୁ ଜାଣିବା ଏହାର ସେବିସେସ ତଥ୍ୟ ଏବଂ କେମିତି ଆମେ ସୁରକ୍ଷିତ ରହିବା।

 

ବନ୍ଧୁଗଣ ଯୁଗ ଯେବେ ଆଗକୁ ବଢୁଛି ଏବଂ ସେତେ ସବୁ ଡିଜିଟାଲ ହବା ରେ ଲାଗୁଛି ଏବଂ ଏହା ଦ୍ଵାରା ଆମେ କେତେ ସୁରକ୍ଷିତ ରହୁଛନ୍ତି ଆମେ ଜାଣି ପାରୁ ନାହାନ୍ତି ।ଆମେ ସବୁ ବେଳେ ସବୁ କାମ ସହଜରେ କରିବା ପାଇଁ ଚାହୁଛନ୍ତି । ଏହି ସହଜ କାମ ପାଇଁ ଆମେ ବିଭିନ୍ନ ଡିଜିଟାଲ କାମ ଆପଣେଇଥାନ୍ତି ତେବେ ଆସନ୍ତୁ ଜାଣିବା ଏଥି ପାଇଁ ଆମେ କେମିତି ଠକାମୀ ରେ ଶିକାର ହେଉଛନ୍ତି ।

 

ବନ୍ଧୁଗଣ ଆପଣ ଜାଣି ନଥିବେ କି ଆମେ ଲୋକ ମାନେ କେତେ ଅନଲାଇନ ଠକାମୀ ର ଶିକାର ହଉ ଛନ୍ତି ।କଣ କେବେ ଭାବୁଛନ୍ତି ଏହା କେମିତି ହଉଚି । ବନ୍ଧୁ ଗଣ ଜମାତ୍ରା ନାଆରେ କିଛି ଏକ ଅନଲାଇନ ଠକ କମ୍ପାନୀ କରି କିଛି ବେକାରୀ ପିଲା ଙ୍କୁ ଏଥିରେ ନିଯୁକ୍ତି ଦେଇ ସେମାନଙ୍କୁ ଅନଲାଇନ 🏦 ବେ଼ଙ୍କ ଠକାମୀ କରିବା ପାଇଁ ପ୍ରଶିକ୍ଷଣ ଦିଆ ଯାଏ ତ ପରେ କେମିତି ପିଲା ମାନେ ଅନଲାଇନ ଠକାମୀ କରି ଵେଙ୍କ୍ ରୁ ଟଙ୍କା ହରିଲୋଟ କରନ୍ତି ଦେଖନ୍ତୁ ଏହି ଭିଡିଓ ମାଧ୍ୟମ ରେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *