ଏହି କାମ ସ୍ତ୍ରୀ କଲେ ସ୍ୱାମୀ ର ପଡିଥାଏ ବେଳା ଖରାପ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆମେ ଆଜି ଏକ ସୁନ୍ଦର ଅନୁଚିନ୍ତା ଟିଏ ନେଇ ଆସିଚୁ ଯାହା ମହିଳା ମାନେ ରାତିରେ ଶୋଇବା ପୂର୍ବ ରୁ କରନ୍ତି ନାହିଁ ଏମିତି ୮ ଟି କାମ ଯାହା ଜାଣିବା ପାଇଁ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ମହିଳା ମାନେ ରାତିରେ ଶୋଇବା ପୂର୍ବ ରୁ କରନ୍ତି ନାହିଁ ଏମିତି ୮ ଟି କାମ । ଗୋଟେ ଝିଅ ନିଜ ପରିବାର ଚେ ଛାଡ଼ି ଅନ୍ୟ ଏକ ଘରେ ପର ପୁରୁଷ ସହ ସଂସାର କରନ୍ତି । ଏବଂ ସେହି ଘର ର ଗୃହ ଲକ୍ଷ୍ମୀ ସାଜି ଥାଆନ୍ତି । ଆପଣ ଜାଣିଥିବେ ଜଣେ ସ୍ତ୍ରୀ ଘରକୁ ସ୍ବର୍ଗ କିମ୍ବା ନର୍କ କରିଦେଇଥାଏ । ଘର ର ସ୍ତ୍ରୀ ଲୋକ ଶୋଇବା ପୂର୍ବ ରୁ ଅଜାନତ ରେ କରୁଥିବା କିଛି କାମ ଯାହା ସେ ଘରକୁ ନିଜ ପରିବାର ନିଜ ସ୍ବାମୀ କୁ ବର୍ବାଦ୍ କରି ଦେଇ ଥାଏ । ଯାହା ଆପଣ ଙ୍କୁ ଦରିଦ୍ର କରିଦିଏ ଆପଣ ଙ୍କ ର ଋଣ ଭାର ବଢି ଯାଏ । ତେବେ ଶୋଇବା ପୂର୍ବରୁ ଏହି କାର୍ଯ୍ୟ କେତେ ଭୟ୍ୟାଙ୍କର୍ ହେଇ ଥାଏ ଆସନ୍ତୁ ଜାଣିବା ।

ପ୍ରଥମ କଥା କୌଣସି ନାରୀ ଶୋଇବା ପୂର୍ବ ରୁ ନିଜ କେଶ ରେ କୌଣସି ପ୍ରକାର ର ତେଲେ ମାରିବା ଅନୁଚିତ୍ ।ଏହି ସମୟ ରେ ନକାର୍ତ୍ମକ ଶକ୍ତି ମାନଙ୍କ ର ଚଳନୀ ହେଇ ଥାଏ ଏହା ଦ୍ୱର ବୃହସ୍ପତି ଗ୍ରହ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ଦ୍ବାରା ଆପଣ ଙ୍କ ଜୀବନ ରେ ଖୁସି ରୁହେ ନାହିଁ ।

ଦ୍ଵିତୀୟ କଥା ହେଲା ରାତ୍ରି ସମୟ ରେ ମହିଳା ମାନେ ନିଜେ କିମ୍ବା ଘର ର କୌଣସି ସଦସ୍ୟ ଙ୍କୁ ଦହି କିମ୍ବା କ୍ଷୀର ଖାଇବା କୁ ଦେବା କଥା ନୁହେଁ କାରଣ ଏହା ଦ୍ଵାର ଆପଣଙ୍କ ଘର ର ବସ୍ତୁ ଉପରେ ଯାହା ଦ୍ବର ଘର ଅଭାବ ଏବଂ କାରଣ ବୃଦ୍ଧି କରି ଥାଏ ।

ତୃତୀୟ ରେ ସ୍ତ୍ରୀ ଲୋକ ମାନେ ରାତିରେ ଶୋଇବା ପୂର୍ବରୁ ନିଜ ସ ଶରୀର ରୁ ଅଳଙ୍କାର କଡ଼ିଦେବ ଉଚିତ୍ । ଏହା ନକାଲେ ଆପଣ ସନ୍ତାନ ହନି ଭଳି ବଡ ଅସୁବିଧା ରେ ପଡି ପାରନ୍ତି । 

ଚତୁର୍ଥ କଥାଟି ହେଲା କୌଣସି ନାରୀ ଶୋଇବା ପୂର୍ବରୁ ଶରୀର ରେ କୌଣସି ସୁଗନ୍ଧିତ ତୈଳ କିମ୍ବା ଫୁଲ ବେବହାରା କରନ୍ତୁ ନାହିଁ ଏହା ଦ୍ବରା ନକରଂତ ପ୍ରଭାବ ବହୁତ୍ ଜଲ୍ଦୀ ପଡି ଥାଏ ସ୍ତ୍ରୀ ଲୋକ ମାନେ ଅନ୍ୟ ର ବଶୀଭୂତ ହାଇଯନ୍ତି ।

ପଞ୍ଚମ ରେ ରାତିରେ କୌଣସି ଆଇଁଠା ବାସନ ରଖନ୍ତୁ ନାହିଁ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆସନ୍ତି ହୋଇଥାନ୍ତି ସେ ପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ସେ ଘରେ ରୁଅନ୍ତି ନାହିଁ ।

ଷଷ୍ଠ ରେ କୌଣସି ସ୍ତ୍ରୀ ସମ୍ପୂର୍ଣ ଲଗ୍ନ ବା ମୁଣ୍ଡ ଚୁଟି କୁ ଖୁଲି ଶୋଇବା ଅନୁଚିତ୍ ହେଇଥାଏ ଏହକରିବ ଦ୍ଵାରା ସବୁ ବେଳେ ଭୂତ୍ ପ୍ରେତ ମାନଙ୍କର ଏମିତି ସ୍ତ୍ରୀ ଲୋକ ଙ୍କ ଉପରେ ନଜର ରହି ଥାଏ ଏହା ଦ୍ଵାରା ଆପଣ ବହୁତ୍ ସହଜ ରେ ଅନ୍ୟ ର ବସି ଭୁତ୍ ହେଇଯିବେ ।

ସପ୍ତମ ରେ ମଧ୍ୟ ରାତ୍ରି କିମ୍ବା ପ୍ରାତ ର ପ୍ରଥମ ପ୍ରହର ଏହି ସମୟ ଟି ବହୁତ୍ ଶୁଭ ସମୟ ହେଇ ଥାଏ ଏହି ସମୟ ରେ ସ୍ବାମୀ ମାନେ ନିଜ ସ୍ତ୍ରୀ ସହିତ ଶାରିରୀକ ସମ୍ପର୍କ ରଖିବା ସବୁଠୁ ଖରାପ୍ ହେଇ ଥାଏ ।

ଅଷ୍ଟମ ରେ କୌଣସି ସ୍ତ୍ରୀ ଲୋକ ରାତି ରେ ଶୋଇବା ପୂର୍ବ ରୁ ନିଜ ଗୋଡ଼ ପୂର୍ବ କିମ୍ବା ଦକ୍ଷିଣ ଦିଗ ରେ ରହିବା ସବୁଠୁ ଭଲ ଯଦି ଏମିତି କରୁଛନ୍ତି ଆପଣ ଙ୍କ ଘରେ ସବୁବେଳେ ଆସନ୍ତି ଏବଂ କଳହ ଲାଗି ରହିବ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *