MBA  ପଢ଼ା ଛାଡି ମାତ୍ର ୮୦୦୦ ଟଙ୍କା ରେ ଚା ବେପାର କଲେ ।ବର୍ତ୍ତମାନ ସେ ହେଉଛନ୍ତି କୋଟିପତି । ଯାଣନ୍ତୁ କେମିତି କଲେ ବେପାର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ଜଣେ ଶିକ୍ଷିତ ଚା ବେପାରୀ ଙ୍କ ବିଷୟରେ । ଯିଏ MBA ପାଠ ପଢା ଛାଡି ବର୍ତ୍ତମାନ ଚା ବେପାର କଲେ ବର୍ତ୍ତମାନ ସେ ହେଉଛନ୍ତି କୋଟିପତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଆପଣ ମାନଙ୍କୁ କଥା ଟା ଅବିଶ୍ୱାସ ଲାଗୁଥିବ । କିନ୍ତୁ କଥା ତ ହେଉଛି ସତ୍ୟ କଥା ତ ହେଉଛି ଅହମଦାବାଦର । 

ତେବେ ସେଠାର ଜଣେ ଛାତ୍ର ଯାହାର ନାମ ଫିରୋଜ ତିଆଡି  । ସେ ନିଜ ବାପା ଙ୍କ ସପ୍ନ ପୂରଣ କରିବା ପାଇଁ ଘର ଛାଡ଼ି ବାହାରକୁ ଆସିଥିଲେ । ତେବେ ତାଙ୍କ ବାପା ଙ୍କ ର ଇଛା ଥିଲା କି ସେ MBA  ପାଠ ପଢନ୍ତୁ ଏବଂ କୌଣସି ଏକ ଚାକିରୀ କରି କୌଣସି ସ୍ଥାନ ରେ ସେଟେଲ ହୋଇଯାଅନ୍ତୁ ।  ତେବେ ସେ MBA ର ପରୀକ୍ଷା ପାଇଁ ଦିନ ରାତି ପ୍ରସ୍ତୁତ ହେଲେ କିନ୍ତୁ ରେଜଲ୍ଟ ବାହାରିଲା ତାଙ୍କ ର କୌଣସି କଲେଜ ସିଲେକସନ ହୋଇନାହିଁ ।

ତାଙ୍କର ଏତେ ଟଙ୍କା ନଥିଲା ସେ ବେସରକାରୀ କୌଣସି କଲେଜ ରେ ପଡ଼ିଲା ଭଳି । ସେଭଳି ସ୍ଥଳେ ତାଙ୍କ ବାପା ଙ୍କ ର ସ୍ୱପ୍ନ ସାକାର ନ କରିପାରିବାରୁ ତାକୁ ବହୁତ ଦୁଃଖ ଲାଗୁଥିଲା । ସେଭଳି ସ୍ଥଳେ ସେ ଘର କୁ ନଯାଇ ସେହି ସ୍ଥାନ ରେ କିଛି କରିବେ ବୋଲି ଭାବିଲେ । ସେ ନିଜର ଚା ଦୋକାନ ଆରମ୍ଭ କଲେ । ପ୍ରଥମ ରୁ ତ କେହି ବି ଲୋକ ଆସୁନଥିଲେ । କିନ୍ତୁ ସେ ନିଜର ଚା ଦୋକାନ କୁ ଏକ ନୂତନ ଭାବେ ତିଆରି କଲେ ଏବଂ ତାହାର ନାମ ଦେଲେ MBA ଚା ଵାଲା ।

 ଏହି ଚା ଦୋକାନ ଟି ସେହି କଲେଜ ସାମ୍ନା ରେ ଥିଲା ଯାହା ଫଳରେ ସେହି କଲେଜ ର ସମସ୍ତ ପିଲା ସେଠାରେ ଚା ପିଇବା ଆରମ୍ଭ କଲେ ସେ ସେମାନଙ୍କ ଇଂରାଜୀ ରେ କଥା ହେବା ସହ ସେମାନେଙ୍କ ର ଗ୍ରାହକ ଦିନକୁ ଦିନ ବଢିବାକୁ ଲାଗିଲା  । ଯାହା ଫଳରେ ସେ ୪ ବର୍ଷ ଭିତରେ ଜଣେ ସଫଳ ଚା ବେପାରୀ ହେବା ସହ ନିଜର ଚା ଦୋକାନ ର ୧୦ ଟି ବ୍ରାଞ୍ଚ ଅହମ୍ମଦାବାଦ ରେ ଖୋଲି ସାରିଲେଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *