କିଛି କରିବା ପାଇଁ ପାର୍ଟନର କୁ ରାଜି କରାଇବେ କିପରି । ଆପଣ ଯାହା କହିବେ ସେ ସେଇଆ କରିବେ 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ଆପଣଙ୍କ ପାର୍ଟନର କୁ ଏହି ଉପାୟ ମାଧ୍ୟମରେ ଯାହା କହିବେ ସେ ସେଇଆ କରିବେ ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟ ରେ  ଯୁବକ ଗୋଷ୍ଠୀ ମାନେ ନିଜ ପାର୍ଟନର ସହ ସବୁବେଳେ ଏକୁଟିଆ କିଛି ମୂଲ୍ୟବାନ ସମୟ ଅତିବାହିତ କଁରିବା ପାଇଁ ଚାହାନ୍ତି । କିନ୍ତୁ ଏହା କରିବା ପାଇଁ ଆପଣ ଙ୍କ ଇଛା ଥିଲେ ଆପଣଙ୍କ ପାର୍ଟନର କିନ୍ତୁ ଯଦି ରାଜି ନଥିବେ ଆପଣ କିଭଳି ଭାବେ ତାକୁ ରାଜି କରାଇବେ । ତେବେ ଆପଣ ତାଙ୍କୁ ରାଜି କଁରାଇବା ପାଇଁ ଦୁଇଟି ଉପାୟ ଅଛି । ପ୍ରଥମ ଟି ହେଉଛି ଆପଣ ତାଙ୍କୁ ଇମୋସନାଲ କରାନ୍ତୁ । ଉଦାହରଣ ଭାବେ ଯେଭଳି ଆପଣ ତାଙ୍କୁ କହିପାରିବେ କି 

 

(୧) ଯଦି ତମର ମୋ ଉପରେ ବିଶ୍ୱାସ ଥିବ ତମେ ମୁ ଯାହା କହିବି ସେଇଆ କରିବ ।  (୨) ମୁ ଜାଣିଛି ତମେ ମୋ କଥା କୁ କେବେ ମନା କରିପାରିବନି । ଏହିଭଳି ଭାବେ ଆପଣ ତାଙ୍କୁ ଇମୋସନାଲ କରି ପାରିବେ । ସେଭଳି ଦ୍ୱିତୀୟ ରେ ଆପଣ ତାଙ୍କୁ ଆପଣଙ୍କ ମନ ର କାମ କରାଇବା ପାଇଁ ଆପଣ ଏକ ମାହୋଲ ସୃଷ୍ଟି କରାନ୍ତୁ । ଯେଉଁଠାରେ ଆପଣଙ୍କ ପାର୍ଟନର ସୁରକ୍ଷିତ ମନେ କରିପାରୁଥିବ । ଏହି ଦୁଇଟି କାମ କରନ୍ତୁ ଦେଖିବେ ଆପଣଙ୍କ ପାର୍ଟନର ଆପଣ ଯାହା କହିବେ ସେ ସେଇଆ କରିବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *