ରାଖୀ ସାମନ୍ତ ଭିଡ଼ିଓ ଦେଖିଲେ ଆପଣ ତାଯୁବ ହେଇଯିବେ ଦେଖନ୍ତୁ ଭିଡ଼ିଓ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆପଣ ମାନଙ୍କ ପାଇଁ ଏକ ଦମଦାର ଖବର ନେଇ ଆସିଚୁ ଯାହାକି ହଟ ଗାର୍ଲ୍ ରାକ୍ଷୀ ସାମନ୍ତ ର ନୂଆ ଅନ୍ଦାଜ ନୂଆ ଲୁକ୍ କୁ ନେଇ । ଖବର ବିଷୟରେ ସବିଶେଷ ଜାଣିବା ପାଇଁ ଶେଷ ଯାଏ ପଢନ୍ତୁ।

 

ଆପଣ ଜାଣିଚି ବଲିଉଡ ର କଳାକାର ମାନେ ନିଜ ନିଜ ର ଅନ୍ଦାଜ କୁ ସବୁବେଳେ ଚର୍ଚ୍ଚା ରେ ଥାନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ବଲିଉଡ କଳାକାର ବିଷୟରେ ଆଲୋଚନା କରିବା ଜେକୀ ନିଜ ଲୋକ୍ ଏବଂ ନିଜ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

 

ଆପଣ ଜାଣିଥିବେ ବଲିଉଡ ର ଡ୍ରାମା କୁଇନ୍ ରାକ୍ଷୀ ସାମନ୍ତ ବର୍ତ୍ତମାନ ତାଙ୍କର ନିଜ ଫୋଟ ଏବଂ ବୋଲ୍ଡ ଭିଡିଓ ପାଇଁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ନିକଟରେ କିଛି ଭିଡିଓ ସୋସିଆଲ ମିଡିଆରେ ନିଜର କିଛି ଭିଡିଓ ଛାଡିଥିଲେ ଯାଉଥିରେ ସେ ଟପ୍ ଲେସ ଦେଖା ଯାଇଛନ୍ତି ।ତେବେ ତାଙ୍କ ଫେନ ମାନଙ୍କୁ ଏହି ଭିଡିଓ ପସନ୍ଦ ଆସୁଚି ।

 

ରାକ୍ଷୀ ସେଆର କରିଥିବା ମୋଟ ୫ ଟି ଭିଡିଓ ମିଲିୟନ ମିଲିୟନ ଲାଇକ ଆସିଛି । ସୋସିଆଲ ମିଡିଆରେ ଭାଇରାଳ ଭିଡିଓ ଗୀତ ରେ ଅଭିନୟ କରିଥିବା ର ଦେଖିବାକୁ ମିଳିଛି ଏବଂ ତାଙ୍କର ଏହି ୫ ଟି ଭିଡିଓ ଟିକ ଟୋକ୍ ଭିଡିଓ ବୋଲି ଜଣା ପଡିଛି । ସବୁ ଭିଡିଓ ରେ ରାକ୍ଷୀ ଟପ୍ ଲେସ ଅଛନ୍ତି ଏବଂ ସବୁ ଭିଡିଓ କମଲ୍ ଘୁଡେଇ ହେଇଛନ୍ତି ଏହା ଦେଖି ଦର୍ଶକ ମାନେ ଖୁବ୍ କମେଣ୍ଟ ଦେଇଛନ୍ତି । କିଛି ଉଜର କହିଛନ୍ତି ତମେ କଣ ଏଇ ଭିଡିଓ ନିଜ ସ୍ବାମୀ ପାଇଁ ଗାଇଛନ୍ତି ଏହାର କିଛି ଜବାବ୍ ମିଳି ନାହିଁ । ସବୁ ଥର ପରି ୟୁଜର ତାଙ୍କ ନିଜ ସ୍ବାମୀ ବିଷୟରେ ଜାଣିବାକୁ ଚାହୁଁଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *