ମାତ୍ର ୨ ଟଙ୍କାରେ କାଶ, ଜ୍ୱର, ଥଣ୍ଡା, କଫ ସବୁ ର ଗ୍ୟାରେଣ୍ଟି ଚିକତ୍ସା…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଏମିତି ଏକ ଘରେଇ ଉପଚାର ନେଇ ଆସିଚୁ ଯାହା କରିବା ଦ୍ୱାରା ଥଣ୍ଡା , କାଶ,ଜ୍ଵର ସମୁଲେ ଦୁର ହେଇ ଥାଏ । ଏହି ଉପଚାର ସମ୍ପୁର୍ଣ୍ଣ ଜାଣିବା ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

 

ଦେଖିବାକୁ ଗଲେ ଆଜି କାଲି ସମସ୍ତଙ୍କୁ ଥଣ୍ଡା ,ଜ୍ଵର ,କାଶ ହେଇ ଥାଏ ଯାହା ଦ୍ଵାରା ଆମକୁ ବହୁତ୍ କଷ୍ଟ ଅନୁଭବ ହେଇଥାଏ ନାକରୁ ପାଣି ବାହାରେ ,ମୁଣ୍ଡ ବିନ୍ଧା ହୁଏ , ନାକ ବନ୍ଦ ହେଇ ଯାଏ ନିଃଶ୍ୱାସ ନେବାରେ ଅସୁବିଧା ହୁଏ । ଏହା ହେବା ଦ୍ଵାରା ଅମକୁ ବହୁତ୍ ବିରକ୍ତ ଲଗେ । ଏହା ହେବା ଦ୍ଵାରା ଆମକୁ ବହୁତ୍ ଦୁର୍ବଳ ଲଗେ ଏଭଳି ରୋଗ ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ । କିନ୍ତୁ ବେଳେ ଆମ ପାଇଁ ଔଷଧ କାମ ଦେଇ ନଥାଏ ।

 

ତେବେ ଏହି ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଆମ କୁ ଘାରେଇ ଉପଚାର କରିବା ସବୁଠାରୁ ଭଲ । ଯାହା ଦ୍ଵାରା ଆମେ ବହୁତ୍ ଜଲ୍ଦୀ ସୁସ୍ଥ ହେଇ ଥାଉ । ତେବେ ଏହି ଘରେ଼ଇ ଉପଚାର ପ୍ରାକୃତିକ ହେଇଥିବାରୁ ଏହା ଆମପାଇଁ ବହୁତ୍ ଭଲ। ଆସନ୍ତୁ ଜାଣିବା ଘରେଈ ଔଷଧ ର ପ୍ରସ୍ତୁତ ପ୍ରଣାଳୀ ।

 

ଏହି ଉପଚାର ପାଇଁ ପ୍ରଥମେ ଅଦା ନେବା ଯାହା କାଶ ପାଇଁ ପୁରା ରାମ ବାଣ । ଏହି ଅଦା ରୁ ପ୍ରଥମେ ରସ ବାହାରି କରିବା ରସ ରେ ଗୋଟେ ଚାମଚ ମହୁ ମିଶେଇ ତା ପରେ ୩ ଟି ଗୋଲମରିଚ କୁ ଗୁଣ୍ଡ କରି ପକେଇ ଦବା ତାପରେ ଗୋଳେଇ ଦେଇ ଅଧା ଚାମଚ ଲେଖେ ଦିନକୁ ୩ ଥର ଖନ୍ତୁ ତାପରେ ଆପଣ ଙ୍କ ର ଥଣ୍ଡା ଜ୍ଵର କାଶ ସମୂଲେ ଦୁର ହେଇ ଯିବ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *