ନଡ଼ିଆ ତେଲ ସହ ମିଶାଇ ମାରନ୍ତୁ ଏହି ଜିନିଷ ୧୫ ଦିନ ଭିତରେ  ଚର୍ବି ଗାଏବ… 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିପରି ଆପଣ ଯଦି ଆପଣଙ୍କ ଶରୀର ର ଚର୍ବି କୁ ନେଇ ଚିନ୍ତିତ ତେବେ ଆପଣ ନଡ଼ିଆ ତେଲ ସହ ମିଶାଇ  ଏହି କାର୍ଯ୍ୟ କରନ୍ତୁ ଦେଖିବେ  ଆପଣଙ୍କ ଚର୍ବି ୧୫ ଦିନ ଭିତରେ ଗାଏବ ହୋଇଯିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

 ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଚର୍ବି ଶରୀର ର ଏକ ଅପବ୍ୟବହାର ଯୋଗ୍ୟ ପଦାର୍ଥ । ଯାହା ଶରୀର ଭିତରେ ରହିବା ଫଲରେ ବିଭିନ୍ନ ରୋଗ ସମସ୍ୟା ଦେଖା ଦେଉଛି । ଏହା ଶରୀର ଗଠନ ରେ ମଧ୍ୟ ବାଧା ସୃଷ୍ଟି କରେ । ସାଧାରଣତଃ ଚର୍ବୀ ରୁ ମୁକ୍ତି ପାଇବାକୁ ହେଲେ ଆମ୍ଭକୁ ଶରୀର ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।ତେବେ ଆମ୍ଭେ ଆପଣଙ୍କୁ ଏକ ସରଳ ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ବିନା ପରିଶ୍ରମ ରେ ଅପଣଙ୍କ ଶରୀର ରୁ ଚର୍ବୀ କମାଇଦେଵ ।

ପ୍ରସ୍ତୁତି ପ୍ରଣାଳୀ:-

 

ଗୋଟିଏ ବାଉଲରେ ଅଧାଚାମଚ ଭେସଲିନ୍, ଅଧାଚାମଚ ଭିକ୍ସ ଭ୍ୟାପରୁବ୍ ଏବଂ ଏକ ଚାମଚ ନଡ଼ିଆ ତେଲ ନେଇ ସେସବୁକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏବେ ଆପଣଙ୍କର ରେମିଡି୍ ପ୍ରସ୍ତୁତ ।

 

ବ୍ୟବହାର-

 

ଆପଣଙ୍କର ଯେଉଁଠି ମୋଟପଣ ରହିଛି ସେଠାରେ ଭଲ ଭାବରେ ଏହାକୁ ଆଙ୍ଗୁଳିରେ ନେଇ ଲଗାନ୍ତୁ । ଏହାକୁ ରାତିରେ ଶୋଇବା ପରେ ଲଗେଇ ଦିଅନ୍ତୁ ଏବଂ ସକାଳୁ ଉଷମ ପାଣିରେ ଧୋଇଦେବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *