ଟ୍ରେନ ଭିତରେ କଲେଜ ଛାତ୍ରୀ କରୁଥିଲେ ରାସଲୀଳା । ଅଜାଣତରେ ହେଇ ଗଲା ଭିଡ଼ିଓ ଭାଇରଲ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ଏବେକାର ଯୁବ ସମାଜ ଏତେ ଖସିଯାଇଛି ନିଜ ର ଇଜତ୍ ମହତ୍ ସହ ନିଜ ବାପା ମାଆଙ୍କ ର ଇଜ୍ଜତ ବି ସମାଜ ରେ ତଳକୁ କରୁଛନ୍ତି । ଖବର ବିଷୟରେ ସବିଶେଷ ଜାଣିବା ପାଇଁ ଆରମ୍ଭ ରୁ ଶେଷ ପଢନ୍ତୁ ଓ ଭିଡ଼ିଓ ବି ଦେଖନ୍ତୁ ।

ବନ୍ଧୁଗଣ ଆପଣ ଜାଣିଛନ୍ତି ଏବେ କାର ଯୁବ ସମାଜ ଏତେ ତଳକୁ ଖସି ଯାଇଛି ଯେ ପ୍ରେମ ମାନେ ସେମାନେ ଶାରୀରିକ ସମ୍ପର୍କ ଭାବି ନେଇଛନ୍ତି । ସେ ଶାରୀରିକ ସମ୍ପର୍କ ବା ଦେହର ଶାନ୍ତି ପାଇଁ ନିଜ କୁ ତଳକୁ ଖସେଇ ଦିଅନ୍ତି । ଏମିତି ଏକ ଘଟଣା ଘଟିଛି ଯାହା ଚଳନ୍ତା ଟ୍ରେନ ରେ ଆପଣ ଜାଣିଲେ ଅବାକ୍ ହେଇଯିବେ ।

ଦୁଇ ଜଣ କଲେଜ ଛାତ୍ର ଏବଂ ଛାତ୍ରୀ ପ୍ରେମ କରିବା ପାଇଁ ଆଉ କୌଣସି ଜାଗା ପାଇଲେନି ସେମାନେ ଚଳନ୍ତା ଟ୍ରେନ ରେ ଟ୍ରେନ ଫାଙ୍କା ଦେଖି ନିଜ ଉପରେ ନିୟନ୍ତ୍ରଣ ହରେଇ ବସିଥିଲେ ଓ ଦୁହେଁ ଅତି ନିର୍ଲଯ୍ୟ ଭାବରେ ସମ୍ପର୍କ ରଖିଥିଲେ । ଠିକ୍ ସେହି ସମୟରେ କିଛି ଟ୍ରେନ ରେ ଯାତ୍ରା କରୁଥିବା ଯୁବକ ଏହାକୁ ଦେଖି ଥିଲେ ଏବଂ ମୋବାଇଲ ରେ ରେକର୍ଡ଼ କରିନେଇଥିଲେ । ଆପଣ ଭିଡିଓ କୁ ଦେଖିଲେ ସବୁ ଜାଣିପାରିବେ ।

 

ଏହି ଦୁଇ ଜଣ ଓଡ଼ିଶା ଯୁବକ ଯୁବତୀ ପ୍ରେମ କରିବା ପାଇଁ ଜାଗା ନ ପାଇଁ ଓଡ଼ିଶା ଲୋକାଲ ଟ୍ରେନ ରେ ଫାଙ୍କା ଦେଖି ରୋମାନ୍ସ କରୁଥିଲେ ଠିକ୍ ସମୟରେ କିଛି ଯୁବକ ଟ୍ରେନ ରେ ତାଙ୍କୁ ଦେଖି ନେଇଥିଲେ ତଥାପି ସେମାନେ ଖାତିର ନକରି ତାଙ୍କର ରୋମାନ୍ସ କରିବାରେ ଲାଗିଥିଲେ । ଠିକ୍ ସମୟରେ ଟ୍ରେନ ରେ କିଛି ଛକା ଆସି ପହଞ୍ଚିଗଲେ ଏବଂ ସେ ଦୁଇ ଜଣକୁ ଧରି ବହୁତ୍ ଖରାପ୍ ବ୍ୟବହାର କଲେ ତାଙ୍କୁ ବହୁତ୍ ବାଡେଇଲେ । ପଚାରିଲେ ତମ ଦୁଇ ଜଣଙ୍କର ବୟସ କେତେ ତମର ସାହସ କେମିତି ହେଲା ଟ୍ରେନ ରେ ଏମିତି କାମ କରିବା ପାଇଁ । ତାହା ପରେ ସେମାନଙ୍କ ଭିତରୁ ଜଣେ ଯୁବକ ଏହି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ର ଉଦେଶ ଆମର ଏହି ଖବର ଯୁବପିଢି ଙ୍କ ସଚେତନ ପାଇଁ ସେମାନେ ଯେମିତି ଏଭଳି କାମ ବାହାର ଜାଗାରେ ନକରନ୍ତୁ ଏହି ଖବର ମାଧ୍ୟମରେ ଦେଉଛୁ । ଆସନ୍ତୁ ଦେଖିବା ଭିଡ଼ିଓ …
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *