ଶୁଣନ୍ତୁ ଅଡିଓ : ଛାତ୍ରୀ ଓ ପ୍ରିନ୍ସିପାଲ ଅତି ଅଶୀଳ ପ୍ରେମଳାପ ହେଇଗଲା ଭାଇରଲ ….ଏମିତି କଥା ଛି ଛି….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ରସିକିଆ ପ୍ରିନ୍ସିପାଲ ଜଣେ ଛାତ୍ରୀ ଙ୍କ ସହ ଫୋନ ହୋଇଥିବା ଖରାପ ବରତଲାପ ପାଇଁ ବର୍ତ୍ତମାନ ସେହି ଶିକ୍ଷକ ଜଣକ ଜେଲ ରେ ଅଛନ୍ତି ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ଦୁନିଆ କଉଠି ଯାଇ କଉଠି ପହଁଚି ଲାଣି ।

କିନ୍ତୁ ଭାରତ ର ଲୋକ ମାନେ ନାରୀ ପ୍ରତି ଥିବା ଲାଳସା କୁ ଆଜି ଯାଏ ଛାଡି ପାରୁନାହାନ୍ତି । ଲୋକ ମାନେ ଏତେ ରାଣ୍ଡୁଆ ହୋଇଗଲେଣି ତାହା କଳ୍ପନା ବାହାରେ । ମାନେ ବିଶେଷ କରି ଟୋକା ମାନେ ଯେତେ ଉତଫୁଲିତ ହେଉ ନହାନ୍ତି । ତା ଠାରୁ ଅଧିକ ବୁଢା ମାନେ ନାରୀ ନିଶା ରେ ପାଗଳା ହୋଇ ଯାଇଛନ୍ତି।  ସେମାନେ ନିଜର ଶରୀର ର ଭୋକ ମେଣ୍ଟାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି ।

ଜଣେ ଶିକ୍ଷକ ଏବଂ ଛାତ୍ର ର ସମ୍ପର୍କ କେତେ ଅମୂଲ୍ୟ ସମ୍ପର୍କ କିନ୍ତୁ ଆଜିକାଲି ର ଶିକ୍ଷକ ସେ ଅମୂଲ୍ୟ ସମ୍ପର୍କ କୁ ନିଜର ସ୍ତ୍ରୀ ର ସମ୍ପର୍କ ଭଳି କରିଦେଉଛନ୍ତି । ସେହିଭଳି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଏକ ଅଡିଓ ଟେପ । ଯେଉଁଥିରେ ଶିକ୍ଷକ ଜଣକ ତାଙ୍କୁ କିଭଳି ମିସ କରୁଛନ୍ତି ସେ ବିଷୟ ରେ ସେହି ଅଡିଓ ଟେପ ରେ ଆପଣ ସୁଣିବାକୁ ପାଇବେ । ଏବଂ ଯାହା କହିବା ଅତି ଲଜ୍ଜା ଜନକ ତେବେ ଆପଣ ମାନେ ଶୁଣନ୍ତୁ । ଆଉ ଆପଣଙ୍କ ମତାମତ ଆମ୍ଭ କମେଣ୍ଟ ବକ୍ସ ରେ ଜଣାନ୍ତୁ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *