ପରି ହତ୍ୟା ଘଟଣା ରେ ଯୁବକ ଙ୍କ ପ୍ରଶ୍ନ ବାଣରେ ସରକାର ହେଲେ ଘାଇଲା ଦେଖନ୍ତୁ ଏହି ଭିଡ଼ିଓ

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଏମତି ରୋଚକ ଖବର ନେଇ ଆସିଚୁ ଯାହାକି ଆମ ଓଡ଼ିଶା ରେ ଚାନ୍ଚଲ୍ୟ କାରା ଖବର ଅଟେ ଯାହା ପରି ହତ୍ୟା କାଣ୍ଡ ଉପରେ ଆଧାରିତ ଖବର । ଖବର ବିଷୟରେ ସବିଶେଷ ବିବରଣୀ ଜାଣିବା ପାଇଁ ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

 

ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ର ସବୁଠାରୁ ବଡ଼ ଖବର ହେଲ କୁନି ଝିଅ ପରି ର ହତ୍ୟା କାଣ୍ଡ ଘଟଣା । ପରି ହତ୍ୟା କାଣ୍ଡ କୁ ନେଇ ସବୁ ଆଡେ ଏହି ଘଟଣା କୁ ଘୃଣା କରୁଛନ୍ତି ।ଏବଂ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେପି ଏହି ଘଟଣା କୁ ନିନ୍ଦା କରିବା ସହ ଓଭୟ କଂଗ୍ରେସ ଏବଂ ବିଜେଡି କୁ ଟାର୍ଗେଟ କରୁଚି ।

 

ତେବେ ଆସନ୍ତୁ ଜାଣିବା ଏହି ଘଟଣା କୁ ନେଇ ଜଣେ ଯୁବକ କଣ କହିଛନ୍ତି। ଯୁବକ ଜଣ କ ଡାଇରେକ୍ଟ ସରକାର ଙ୍କୁ ଇଶରା କରି କହିଛନ୍ତି ନବୀନ ପଟ୍ଟନାୟକଙ୍କ ମା କୁ ସମ୍ମାନ ଗାଁ କୁ କାମ ନବୀନ ପଟ୍ଟନାୟକଙ୍କ ଏହି ସ୍ଲୋଗାନ । ଏହି ସ୍ଲୋଗାନ କେତେ ସତ କେତେ ମିଛ ସେ ଆପଣ ମାନେ ଜନିପରୁଥିବେ । ସେ ଆହୁରି ମଧ୍ୟ କହିଛନ୍ତି ବେବିନା ,ଇତିଶ୍ରୀ ,କୁଣ୍ଡୁଲି ଏବଂ ରାସ୍ତା ଘାଟ ରେ ମା ଭଉଣୀ ମାନଙ୍କ ର ଚୁଟି ଘୁଷଡ଼ି ମାର ଯାଉଚି ଏବଂ ତାଙ୍କୁ ଇଯତ୍ ସହ ଖେଳ ଖେଳା ଯାଉଚି ସରକାର କଣ ନିଦରେ ଶୋଇଛନ୍ତି । 

 

ସେ ଆହୁରି ମଧ୍ୟ କହୁଛନ୍ତି ନୟାଗଡ ର ୫ ବର୍ଷ ର କୁନି ଝିଅ କୁ ମାରି ତାର କିଡନୀ କାଢି ବିକ୍ରି କରିଦିଆଗଲା ଏବଂ ତାହା ମୃତ ଶରୀର ରେ କେମିକାଲ ପକେଇ ନଷ୍ଟ କରିଦେଲେ ତାହାର ତଦନ୍ତ ଏ ପର୍ଯ୍ୟନ୍ତ ବି ଠିକ୍ ଢଙ୍ଗ ରେ ଚାଲି ନାହିଁ ।

ସେ ଆହୁରି ମଧ୍ୟ ଜନତା ମାନଙ୍କୁ କହିଛନ୍ତି କେତେ ଦିନ ଏମିତି ଆପଣ ମାନେ ସୋଇଥିବେ ଆଉ ଏ ପ୍ରଶାସନ ଏବଂ ରାଜନେତା ମାନେ ସାଧାରଣ ଲୋକ ମାନଙ୍କର ଟନ୍ତି ଚିପି ରକ୍ତ ପିଉଥିବେ । ଆସନ୍ତୁ ଏବେ ସମୟ ଆସିଛି ତାହାର ଜବାବ୍ ଦେବା । ଏମିତି କିଛି କହିଛନ୍ତି ପିକେ ଦାସ ନାମ ଏହି ଯୁବକ ଆସନ୍ତୁ ଜାଣିବା ଭିଡିଓ ମାଧ୍ୟମ ରେ ସେ କଣ କହିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *