ଚାଣକ୍ୟ ଙ୍କ ନୀତି ଅନୁସାରେ କରନ୍ତୁ ଏହି କାର୍ଯ୍ୟ ହୋଇଯିବେ କୋଟିପତି…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ  ଜଣାଇ ବାକୁ ଯାଉଛୁ ଯେ  କିପରି ଚାଣକ୍ୟ ଙ୍କ ଏହି ଉପାୟ ମାନି ଯେକୌଣସି ବି କାର୍ଯ୍ୟ କରନ୍ତୁ ଆପଣ ନିଶ୍ଚୟ ସଫଳତା ହାସଲ କରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଚାଣକ୍ୟ ଙ୍କ ବିଷୟରେ ଜାଣିଥିବେ । 

 

ତାଙ୍କ ବାଣୀ ବିଷୟରେ ମଧ୍ୟ ଆପଣ ଜାଣିଥିବେ । ତେବେ ସେ ଜୀବନ ରେ  ଯାହା ବି କରନ୍ତି କିପରି ସଫଳତା ପାଇବେ ସେଥିପାଇଁ ସେ ନିଜର ବାଣୀ ରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଜୀବନ ରେ ଏହି କାର୍ଯ୍ୟ କଲେ ଆପଣ ହୋଇଯିବେ କୋଟିପତି । ଚାଣକ୍ୟ କହିଛନ୍ତି ସବୁବେଳେ ମାନବ ଜାତିର ହିତ ସାଧନ ପାଇଁ କର୍ମ କରିବା ଆବଶ୍ୟକ । କୌଣସି ଲୋକଙ୍କ ର ଅହିତ ଚିନ୍ତା କରି କର୍ମ କଲେ ସବୁ ନିଷ୍ଫଳ ହୁଏ ।

 

ଏପରି କର୍ମ କରନ୍ତୁ ଯାହାକି ଲକ୍ଷ୍ମୀ ମାଆ ଆପଣଙ୍କ ପ୍ରତି ସଦୟ ହୋଇ ଆର୍ଥିକ ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବେ ଏବଂ ଧନଧାନ୍ୟ ଗୋପଲକ୍ଷ୍ମୀରେ ଆପଣଙ୍କ ଘର ପୂରି ଉଠିବ । ଦ୍ୱିତୀୟ ରେ ଚାଣକ୍ୟ ଙ୍କ ନୀତି ଅନୁସାରେ ଲକ୍ଷ୍ୟ ପୂରଣ କରିବା ପୂର୍ବରୁ ଭଲ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ । ବୁଝି ବିଚାରି ଯୋଜନା ପ୍ରସ୍ତୁତ କରୁଥିବା ବ୍ୟକ୍ତି କେବେ ହାରେ ନାହିଁ । ଏପରିକି ତା ନିକଟକୁ ଧନ ଦେବୀଙ୍କ ଆଗମନ ହୁଏ । ଯେଉଁ ଲୋକ ସମୟ ର ମହତ୍ତ୍ୱ କୁ ବୁଝନ୍ତି ସେହିମାନେ ହିଁ ସଫଳତା ର ସ୍ୱାଦ ଚାଖନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *