ଗଞ୍ଜେଇ ନୁହଁ ବିପଦ ଜନକ ନିଶାଦ୍ରବ । ସମ୍ପୂର୍ଣ ଖବର ପଢନ୍ତୁ ଜାଣିବେ କେମିତି ନୁହେଁ ବିପଦ ଜନକ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ  ଜଣାଇ ବାକୁ ଯାଉଛୁ ଯେ । କିପରି ଜାତିସଂଘ ତରଫ ରୁ ମିଳିଥିବା ଖବର ଅନୁସାରେ   ଗଞ୍ଜେଇ ଚାଷ କୁ ବର୍ତ୍ତମାନ ନିଶା ଦ୍ରବ୍ୟ ରୁ ହଟାଇ ଦେଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଭାରତ ଏକ ମାତ୍ର ଏଭଳି ଦେଶ ଯେଉଁଠାରେ ସବୁଠାରୁ ଅଧିକ ଗଞ୍ଜେଇ ଚାଷ କରାଯାଏ  । ତେବେ ତାହା ଆଇନ ଅନୁସାରେ ଦଣ୍ଡନିୟ ଥିଲା । କାରଣ ଏହାକୁ ବିଷାକ୍ତ ମାଦକ ଦ୍ରବ୍ୟ ମଧ୍ୟରେ ସାମିଲ କରାଯାଇଥିଲା । ତେବେ ଏଭଳି ସ୍ଥଲେ ଭାରତ ରେ ଏହାର ସବୁଠାରୁ ଅଧିକ ଚୋରା ଚାଲାଣ ହୋଇଥାଏ । ଯାହାର ମୂଲ୍ୟ କୋଟି କୋଟି ଟଙ୍କା । 

 

କିନ୍ତୁ ବର୍ତ୍ତମାନ ଜାତିସଂଘ ତରଫ ରୁ ମିଳିଥିବା ଖବର ଗଞ୍ଜେଇ ଚାଷୀ ମାନଙ୍କୁ ଆସୁସ୍ତି ମିଳିଛି । ସେମାନେ ବର୍ତ୍ତମାନ ଖୋଲା ଖୋଲି ଗଞ୍ଜେଇ ଚାଷ କରିପାରିବେ । ଗଞ୍ଜେଇ ରେ ଯେତିକି ନିଶା ରହିଛି ସେଇ ପରିମାଣରେ ଔଷଧ ଗୁଣ ବି ରହିଛି I କିନ୍ତୁ ଏନଡିପିଏସ ୧୯୮୫ ଅନୁସାରେ ଭାରତରେ ଗଞ୍ଜେଇର ଉତ୍ପାଦନ, କ୍ରୟ ,ବିକ୍ରୟ ନିଷେଧ ଏବଂ ଦଣ୍ଡନୀୟ ଅପରାଧ ଅଟେ I 

 

ତେବେ ଗଞ୍ଜେଇକୁ ବିପଦଜନକ ନିଶା ତାଲିକାରୁ ହଟାଇବା ପାଇଁ ୨୭ଟି ଦେଶ ଭୋଟ କରିଥିଲେ ଏବଂ ଏହା ବିପକ୍ଷରେ ଭୋଟ କରିଥିଲେ ୨୫ଟି ରାଷ୍ଟ୍ର । ଏପରିକି ଭାରତ ମଧ୍ୟ ଗଞ୍ଜେଇକୁ ବିପଦ ଜନକ ନିଶା ତାଲିକାରୁ ହଟାଇବା ସପକ୍ଷରେ ସମର୍ଥନ କରିଥିଲା I 

 

ଶେଷରେ ମିଳିତ ଜାତିସଂଘରେ ନିଆଯାଇଛି ନୂଆ ନିଷ୍ପତି I ଏହା ସପକ୍ଷ ରେ ଅଧିକାଂଶ ଦେଶ ଭୋଟ ଦେଇଥିବାରୁ ଗଞ୍ଜେଇକୁ ବିପଦଜନକ ମାଦକଦ୍ରବ୍ୟ ତାଲିକାରୁ ହଟାଇ ଦିଆଯାଇଛି । ବିପଦଜନକ ଡ୍ରଗ୍ସ ତାଲିକାରୁ ଗଞ୍ଜେଇ କୁ ହଟେଇ ଦିଆଯାଇଥିବାରୁ ଏହାକୁ ନେଇ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ I

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *