ସାବଧାନ ! ଫେସବୁକ ପ୍ରେମ କରୁଥିଲେ ନିଶ୍ଚିୟ ପଢନ୍ତୁ ଏହି ଖବର…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଏମିତି ଏକ ଦମଦାର ଖବର ନେଉ ଆସୁଚି ଯାହା କି ରାସ୍ତା ଉପରେ ଫେସବୁକ ପ୍ରେମ ପାଇଁ ମହାଭାରତ ହେଇଯାଇଛି । ପୁରା ଖବର ଜାଣିବା ପାଇଁ ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

 

ଜଣେ ଯୁବକ କୁ ୩ ଜଣ ଯୁବତୀ କଥା ପଦାକୁ ବସୁଛି ନିର୍ଦ୍ଧୁମ ମାଡ଼ । ବିଚ୍ ବଜାରେ ଲୋକ ଗହଳି ଭିତରେ ନିର୍ଦୁମ୍ ଛେଚା । କିନ୍ତୁ କଣ ପାଇଁ ଏମିତି ମାଡ଼ ଆଜ୍ଞା କାରଣ ଜାଣିଲେ ଆପଣ ବି ହଡବଡେଇ ହେବେ । ପ୍ରକୃତ କଥା ହେଲା ଫେସବୁକ ପ୍ରେମର ଏ ମହାଭାରତ । 

 

ବନ୍ଧୁଗଣ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବଡ ବଜାର ଛକ୍ ରେ ଘଟିଛି ଏମିତି ଘଟଣା । ପ୍ରକୃତ ଘଟଣା ହେଲା ଫେସବୁକ ରୁ ପ୍ରେମ ମେସେଞ୍ଜର ରେ ଚାଟିଂ ଏମିତି ଘଟଣା ପ୍ରଟେକ ଦିନ କିଛିନା କିଛି ଶୁଣିବାକୁ ମିଳୁଛି ଏଥିରେ ମଧ୍ୟ ସମାନ ଘଟଣା । କିନ୍ତୁ ଏଠି ଯୁବକ ଜଣକ ଫେସବୁକ୍ ରେ ପ୍ରେମ କରି ଧୁକା ଦେଇଛନ୍ତି ସେଇଥି ପାଇଁ ଯୁବତୀ ମାନଙ୍କ ମୁଣ୍ଡ କୁ ରାଗ ଚଡ଼ିଯାଇଛି ଏବଂ ଜଣେ ଯୁବକ କୁ ୩ ଜଣ ଯୁବତୀ ନିର୍ଦ୍ଧୁମ ପିଟୁଛନ୍ତି । ଏଠାରେ ମାଡ଼ ଖାଇଥିବ ଯୁବକ ଜଣକ କହିବା କଥା ଏଇ ଯୁବତୀ ୩ ଜଣ ଫେସବୋକ୍ ରେ ବନ୍ଧୁତା କରି ମସେଞ୍ଜର୍ ରେ ଚାଟ୍ କରି ଏଠାକୁ ଡାକି ମାଡ଼ ମରୁଛନ୍ତି । କିନ୍ତୁ ଯୁବତୀ ମାନଙ୍କର କହିବା କଥା ପୁରା ଭିନ୍ନ ଯୁବତୀ ମାନଙ୍କର କହିବା କଥା ସେ ପିଲା ଏମିତି ସମସ୍ତ ଝିଅ ଙ୍କ ସହ ଫେସବୁକ୍ ରେ ବନ୍ଧୁତା କରି ଚାଟ୍ ରେ ଖରାପ୍ ମେସେଜ କରି ଥାଏ ଏବଂ ମୋବାଇଲ୍ ନମ୍ୱର୍ ମାଗେ ଏବଂ ଖରାପ୍ କାମ କରିବାକୁ କୁହେ । ତା କଥା ରେ ରାଜି ନହେଲେ ସେ ଯୁବତୀ ମାନଙ୍କ ମୋବଇଲ ନମ୍ୱର୍ ଅନ୍ୟ ମାନଙ୍କୁ ଦେଇ ଆମକୁ ହଇରାଣ କରେ । ତେବେ ଏ ଘଟଣା ଏ ପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ରିପୋ୍ଟ ହେଇନି ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *