ସରକାରୀ ଚାକିରିଆ ଙ୍କ ପାଇଁ ଆସିଲା ନୂଆ ନିଅମ । ନ ମାନିଲେ ଜେଲ ଦଣ୍ଡ !

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପାରି ଓଡିଶା ସରଜାର ଙ୍କ ର ଏକ ନିୟମ ଅନୁସାରେ ଆଜି ଠାରୁ ଆଉ କେହି ଧର୍ମ ଘଟ କରିପାରିବେନି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଂଗ୍ୟ ଆଜି ଠାରୁ ଧର୍ମ ଘଟ କଲେ ହୋଇପାରେ ଜେଲ ଦଣ୍ଡ । ସେହିଭଳି ଏକ ନିୟମ ଆଜି ଗୃହ ରେ ପ୍ରସ୍ତାବ ହୋଇଥିବା ବ୍ବେଲେ  କଥା ଟି ସତ୍ୟ । ଆଜି ଠାରୁ ଆଉ କେହି ବି ନିଜ ଇଚ୍ଛା ରେ ଧର୍ମ ଘଟ କରିପାରିବେନି । ତେବେ ଏହି ଭଳି ସରକାରି ଙ୍କ ନିୟମ ଲାଗୁ ହୋଇଛି । ତେବେ ଏହି ସ୍ଥଳେ ଆଉ କୌଣସି ଲୋକ ମାନେ ନିଜ ମନ ରୁ କୌଣସି ରାଜ ରାସ୍ତା କୁ ଓଲ୍ହାଇ ଆସି ପାରିବେନି । 

 

ତେବେ ଏହା ହେଉଛି ୧୯୮୮ ମସିହା ବ୍ୟକ୍ତି ବେଶେଷ ଙ୍କ ପାଇଁ  ଉଦ୍ରିତ ହୋଇଥିବା  ନିୟମ ର ସଂଶୋଧନ । ଯାହା ଫଳରେ କୌଣସି କାରଣରୁ ଯଦି ଆପଣଙ୍କ ଧର୍ମ ଘଟ କାରଣ ରୁ କୌଣସି ଲୋକ କୁ ହଇରାଣ ହେବାକୁ ପଡୁଛି ତେବେ ସେ ଲୋକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେହିଁ  ଅନୁଷ୍ଠାନ କୁ ୫୦୦୦ ଟଙ୍କା ଜୋରିମାନା ହେବା ସହ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *