ଭାଇରଲ ହେଲା ମନ୍ତ୍ରୀ ଅରୁଣ ସାହୁ ଙ୍କ ଅଡିଓ କଲ ! ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଥରେ ଶୁଣନ୍ତୁ ଏହି ଅଡିଓ କୁ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ମିଡ଼ିଆ । ଆଜି ଜାଣିବା ଓ ଶୁଣିବା ପରି କେସ ର ଅଡିଓ କଲ ବିଷୟରେ….

ବହୁ ଚର୍ଚ୍ଚିତ ପରି ର ହତ୍ୟା ମାମଲା ଏବେ ଭିନ୍ନ ମୋଡ ନେଇ ସରିଛି । ପରିକୁ ନ୍ୟାୟ ପାଇଁ ପୁରା ରାଜ୍ୟ ବାସୀ ଚାହିଁଛନ୍ତି ପରିର ହତ୍ୟା ପଛର ଏକ ମନ୍ତ୍ରୀ ଙ୍କ ର ହାତ ଥିବାର ଜଣା ପଡିଥିଲା । କିନ୍ତୁ ଏହି ଅଡିଓ କଲ ଲିକ ହେଲାପରେ ଜଣା ପଡ଼ିଛି ଯେ ବିଜେଡି ମନ୍ତ୍ରୀ ଅରୁଣ ସାହୁ ଏ କେସ ରେ ସମ୍ପୂର୍କ୍ତ । ଆସନ୍ତା କାଲି ବିଧାନ ସଭା…

ଆଗରେ ପରିର ବାପା ମା କିରାସିନି ଢାଳି ରାସ୍ତା ଉପରେ ଦେହରେ ନିଆଁ ଲାଗେଇଦେବାକୁ ଚେଷ୍ଟା କରିଥିଲେ ହେଲେ ଏହି ସମୟ ରେ ପୁଲିସ ତାଙ୍କୁ ଆୟତ କରି ଏକ ଅଟ ରେ ଥାନା କୁ ନେଇଯାଇଥିଲେ । ଏହି ଅଡିଓ କଲ ଭାଇରଲ ପରେ ବିଜିପି ଅରୁଣ ସାହୁ ଙ୍କ ଇସ୍ତଫା ଦାବି କରିଛନ୍ତି ।ଶୁଣନ୍ତୁ ଏହି ଅଡିଓ କଲ …

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *