ଓଡିଶା ରେ ପ୍ରଥମ ଥର ପାଇଁ ୨୧୧୦ କୋଟି ଟଙ୍କା ରେ ପ୍ରସ୍ତୁତ ହେବ ନଦୀ ଭିତ୍ତିକ ବନ୍ଦର । ୫୦୦୦ ଲୋକ ପାଇବେ ନିଯୁକ୍ତି ।

ଓଡିଶା ରେ ପ୍ରଥମ ଥର ପାଇଁ ୨୧୧୦ କୋଟି ଟଙ୍କା ରେ ପ୍ରସ୍ତୁତ ହେବ ନଦୀ ଭିତ୍ତିକ ବନ୍ଦର । ୫୦୦୦ ଲୋକ ପାଇବେ ନିଯୁକ୍ତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ମହାନଦୀ ମୁହାଣ ରେ ପ୍ରସ୍ତୁତ ହେବାକୁ ଯାଉଛି ନଦୀ ଭିତ୍ତିକ ବନ୍ଦର ଯେଉଁଥିରେ ୫୦୦୦ ଅଧିକଁ ଲୋକ ପାଇବେ ନିଯୁକ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡ଼ା ବ୍ଲକ୍‌ ଅଧୀନ ଆଖଡ଼ାଶାଳି ଗ୍ରାମ ନିକଟ ରେ ।

 

 ଏହି ପ୍ରସ୍ତାବିତ ବନ୍ଦର ପ୍ରତିଷ୍ଠା ହେବ  । ଅନେକ ବ୍ୟକ୍ତି ଏଥିରେ ନିଯୁକ୍ତି ପାଇବେ ବୋଲି ଆଶା କରାଯଉଛି  । ପାଖା ପାଖି ୫୦୦୦ ଲୋକ ପାଇଁ ପାରନ୍ତି ନିଯୁକ୍ତି । ୨୦୧୮ ମସିହାରେ ରାଜ୍ୟ ସରକାର ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଲାଗି ସ୍ଥିର କରିଥିଲେ  । ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଲାଗି ପାରାଦୀପ ବନ୍ଦର ଆଗ୍ରହ ପ୍ରକାଶ କରିବା ସହିତ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ କେନ୍ଦ୍ର ସରକାର ଙ୍କୁ ଏନେଇ ପ୍ରସ୍ତାବ ଦେଇଥିଲେ । ପିପିପି ମୋଡ୍‌ରେ ଏହା ପ୍ରତିଷ୍ଠା ହେବ ।  

 

ପ୍ରାରମ୍ଭ ରେ ଏଥିପାଇଁ ୧୭୫ ହେକ୍ଟର ଜମି ଆବଶ୍ୟକ ଥିବା ବନ୍ଦର ପକ୍ଷରୁ ଆକଳନ ହୋଇଛି । ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ମାଲ ପରିବହନ ଲାଗି ଜାତୀୟ ରାଜପଥ-୫୩ ସହିତ ହରିଦାଶପୁର-ପାରାଦୀପ ରେଳଲାଇନ୍‌ ର ସଂଯୋଗ କରିବ । ବନ୍ଦର ର ମାଲ ପରିବହନ କ୍ଷମତା ବାର୍ଷିକ ୧୮.୪୩ ନିୟୁତ ଟଟ୍‌ରୁ ୪୫.୮୮ ନିୟୁତ ଟନ୍‌କୁ ବୃଦ୍ଧି ପାଇବ ଏବଂ ଆଉ ୧୨୫ ହେକ୍ଟର ଜମି ଆବଶ୍ୟକ ହେବ ବୋଲି ଅଧିକାରୀମାନେ କହିଛନ୍ତି ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *