ହନୁମାନ କାନ୍ଦିଲେ । ଦେଖ ଏହି ଭୟଙ୍କର ଭାଇରଲ LIVE ଭିଡ଼ିଓ !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ପ୍ରଭୁ ଶ୍ରୀ ହନୁମାନ ଙ୍କ ମନ୍ଦିର ର ରୁ କେମିତି ଝରୁଛି ଲୁହ…ଦେଖିବା ପୂର୍ବରୁ ଏ ବିଷୟରେ କିଛି ଜାଣିନେଵା ଆସନ୍ତୁ ।

କଳିଯୁଗର ଜୀବନ୍ତ ଠାକୁର ର ରୂପରେ ପ୍ରଭୁ ଶ୍ରୀ ହନୁମାନ ଙ୍କୁ ମନା ଯାଏ । ହନୁମାନ ଙ୍କ ଆଖିରୁ ଲୁହ ଝରିବା ବହୁତ ଖରାପ ସମୟ ଆସୁଥିବାର ଆଭାସ ମିଳୁଛି ।

ଏହି ଘଟଣା ଟି ଘଟିଛି ମଧ୍ୟପ୍ରଦେଶ ର ହରଦା ଠାରେ ଯେତେବେଳେ ହନୁମାନ ଆଖିରୁ ଲୁହ ଝରିବା ଆରମ୍ଭ ହୋଇଥିଲା । ସେତବେଳେ ପୁରା ମଧ୍ୟପ୍ରଦେଶ ରୁ ଲୋକ ହନୁମାନଙ୍କର ଆଖିରୁ ଝରୁଥିବା ଲୁହର ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହି ହନୁମାନ ଙ୍କ ମୂର୍ତି ବହୁତ ପୁରାତନ । ହନୁମାନ ଙ୍କ ଆଖିରୁ ପାଖାପାଖି ୬୦ ଘଣ୍ଟା ଲୁହ ଅନବରତ ଝରିଥିଲା । ସେଠାକାର ଲୋକ ଏବେ ଆତଙ୍କିତ ହନୁମାନ କାନ୍ଦିବା ମାନେ ଅଶୁଭ ବୋଲି ଭାବି ଆତଙ୍କିତ ହୋଇଛନ୍ତି । ଆସନ୍ତୁ ଦେଖିବା ଏହି ଭିଡ଼ିଓ

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *