ଓଡିଶା ହରେଇଲା ସୁନାମ ଧନ୍ୟ ଯୁବ ପ୍ରତିଭା ଚାମ୍ପିଅନ ସୁଭମ କୁ…..

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓଡିଶା ର ଯୁବ ପ୍ରତିଭା ସୁଭମ ର ମୂର୍ତ୍ତୃ ବିଷୟରେ ….

ସୁଭମ ଭରତ ପୁରୁ ଗ୍ରାମ ର କିଛି ଦିନ ତଳେ ସୁଭମ ର ସାଇକେଲ ରୁ ପଡି ହାତ ଭାଙ୍ଗି ଯାଇଥିଲା । ସୁଭମ କୁ ଭୁବେନଶ୍ୱର ରେ ଥିବା ନାୟପଲ୍ଲୀ ଅଂଚଳ ରେ ଉସ୍ଥି ଘରୋଇ ହସ୍ପିଟାଲରେ କୁ ନିଆଯାଇଥିଲା ଡାକ୍ତର କହିଥିଲେ ସୁଭମ ର ଅପେରସନ ହବ । ସୁଭମ ଜେଜ କୁ କହି ଆସିଥିଲା ଯେ ମୁଁ ଆସିଲେ ଖେଳିବା ଜେଜେ । ସୁଭମ ର ଅପେରସନ ବେଳେ ମୂର୍ତ୍ତୃ ଘଟିଛି । ସୁଭମ ରେ ଜେଜେ କାନ୍ଦି କାନ୍ଦି ଗଡି ଯାଉଛନ୍ତି । ହାତ ଅପେରସନ ରେ ମୂର୍ତ୍ତୃ ଅଜବ ଲାଗୁଥିଲେ ବି ସତ । ଯେତେବେଳେ ଅପେରସନ ଚାଲିଥିଲା ….

ଡାକ୍ତର ଆସି କହିଲେ ଯେ ସୁଭମ ର ଜର ୧୦୮ ଓ ଫିଡ୍ସ ବଢିଯାଉଛି ତା କିଛି ସମୟ ପରେ ଆସି କହିଥିଲେ । ସୁଭମ ଆଉ ନାହିଁ ଏହା ପରେ ପରିବାର ଲୋକ ଲୁହ ସାଗର ରେ ଭାସୁଛନ୍ତି । ସୁଭମ ହେଉଛନ୍ତି ରାଜ୍ୟ ପାଇଁ ଗୌରବ ସେ କାରାଟୀ ରେ ରାଜ୍ୟ ପାଇଁ ବ୍ରୋଞ୍ଚ ମଧ୍ୟ ପାଇଥିଲେ ଏଭଳି ଜଣେ ପ୍ରତିଭା କୁ ହରେଇ ସୁଭମ ର ପରିବାର ନୁହେଁ ପୁରା ରାଜ୍ୟ କାନ୍ଦୁଛି । ସୁଭମ ର ମରିଲା ପରେ ସୁଭମ ର ପରିବାର ଲୋକ କହିଛନ୍ତି ସୁଭମ ର ଫିଡ୍ସ କି ଜର କିଛି ବି ନଥିଲା । ମେଡିକାଲ ର ଖମଖିଆଲି ପାଇଁ ଆମେ ସୁଭମ କୁ ହରେଇଛୁ । ସେ ଏଥି ପାଇଁ କୌଣସି ଅଭିଯୋଗ କରିନାହାନ୍ତି ମେଡିକାଲ ବିରୁଦ୍ଧରେ ଓ କରିବେ ବି ନାହିଁ ତାଙ୍କ ପରିବାର ଲୋକେ କହିଛନ୍ତି । ସୁଭମ ବହୁତ ଭଲ ପାଠ ପଢେ ଓ ତାସହିତ ଖେଳ ରେ ମଧ୍ୟ ଚାମ୍ପିଅନ । ସୁଭମ ପରି ଯୁବ ପ୍ରତିଭା କୁ ହରେଇ ପୁରା ରାଜ୍ୟ ଆଜି କାନ୍ଦୁଛି । ଭଗବାନ ପାଖରେ ଆମର ଏତିକି ପାର୍ଥନ ଯେ ସୁଭମ ର ଆତ୍ମା କୁ ଶାନ୍ତି ଦିଅନ୍ତୁ । ଦୟାକରି ସୁଭମ ପାଇଁ ଗୋଟିଏ ସେୟାର କରିବେ ଏହି ପୋଷ୍ଟ କୁ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *