ମାସକୁ ମାତ୍ର ୪୨ ଟଙ୍କା ଦେଲେ ପାଇବେ ୧୦୦୦ ଟଙ୍କା । ଆସିଲା ସୁବର୍ଣ୍ଣ ସୁଯୋଗ ଯୋଜନା…

ମାସ କୁ ଦିଅନ୍ତୁ ୪୨ ପାଆନ୍ତୁ ୧୦୦୦ । ଭାରତ ସରକାର ଙ୍କ ନୂଆ ନିୟମ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଆପଣ ମାନେ ଯଦି ମାସ କୁ ମାତ୍ର ୪୨ ଟଙ୍କା ଭାରତ ସରକାର ଙ୍କ ପାଖରେ ଜମା କରୁଛନ୍ତି । ତେବେ ଆପଣ ମାସ କୁ ପାଇଁ ପାରନ୍ତି   ୧୦୦୦  ଟଙ୍କା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଯଦି ଆପନ ମାନେ ବୃଦ୍ଧ ହେବା ପୂର୍ବରୁ । ନିଜ ଜୀବନ କୁ ସୁଖ ସଂବୃଦ୍ଧି ରେ ଭରି ଦେବାକୁ ଚାହୁଁଛନ୍ତି । ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ଭାରତ ସରକାର ଙ୍କ ଏକ ଏଭଳି ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ଦୁଆର ଆପଣ ମାନେ ବର୍ତ୍ତମାନ ସମୟରୁ ଆପଣଙ୍କ ର ଭବିଷ୍ୟତ ସୁଖ ସଂବୃଦ୍ଧି ରେ ଭରି ଦେଇ ପାରିବେ । ତେବେ ବର୍ତ୍ତମାନ ଭାରତ ସରକାର ଏଜ ନୂତନ ନିୟମ ଲାଗୁ କରିଛନ୍ତି ।

 

 ଏହି ନିୟମ ଅନୁସାରେ ଯଦି ଆପଣ ମାନେ ପ୍ରତିମାସ ରେ ବର୍ତ୍ତମାନ ର ଯୁବାବସ୍ଥାରେ ଭାରତ ସରକାର ଙ୍କ ପାଖ ରେ ୪୨  ଟଙ୍କା ରଖୁଛନ୍ତି ତେବେ ଆପଣ ମାନେ ୬୦ ବର୍ଷ ପରେ ୧୦୦୦ ମାସ କୁ ପେନସନ ପାଇଁ ପାରିବେ । ତେବେ ଏହି ସ୍କିମ ର ନାମ ହେଉଛି ଅଟଳ ପେନସନ ଯୋଜନା । ଆପଣ ଏହାର ସାଇଟ ଉପରକୁ ଯାଆନ୍ତୁ ଆଉ ସମ୍ପୂର୍ଣ୍ଣ ତଥ୍ୟ ପାଆନ୍ତୁ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *