ମାଡି ଆସୁଛି ବାତ୍ୟା ଭିରାନ ! ଯାଣନ୍ତୁ ଓଡିଶା କେଉଁ ୭ ଜିଲ୍ଲା ଉପରେ ଏହାର ପ୍ରଭାବ ପଡିବ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବାତ୍ୟା ନିଭାର ବିଷୟରେ ଆସନ୍ତୁ ଜାଣିବା । ଏହି ଖବର ଟି କୁ ଆପଣ ମୂଳରୁ ସେସ ପର୍ଯନ୍ତ ପଢିଲେ ସମ୍ପୂର୍ଣ ଜାଣିପାରିବେ ଏହି ବାତ୍ୟା ସମ୍ପର୍କିତ ଖବର

ବାତ୍ୟା ନିଭାର ପ୍ରଭାବ ରେ ଏବେ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ରେ ଗତି କରିବ । ଏହା ବର୍ତମାନ ଲଘୁଚାପ ରୁ ବାତ୍ୟା ର ରୂପ ନେଇ ସାରିଲାଣି । ଏହାର ପ୍ରଭାବ ରେ ଓଡିଶା ରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।

କୋରାପୁଟ , ରାୟଗଡା, ଗଜପତି ,କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଜିଲ୍ଲା କୁ ୟେଲୋ ୟର୍ନିଂ ଜାରି କରାଯାଇଛି । ଏହି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ଅଛି । ଓଡିଶା କୁ ଅଧିକ ବିପଦ ନାହିଁ । କିନ୍ତୁ ଏହାର ପ୍ରଭାବ ରେ ପ୍ରବଳ ବର୍ଷା ହେବ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *