୩୦ ଦିନରେ ୧ କୋଟି ଓଡିଶା ଲୋକ ଏହି ଭିଡ଼ିଓ ଦେଖିସାରିଲେଣି ଏହି ଭାଇରଲ ଭିଡ଼ିଓ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆସନ୍ତୁ ଦେଖିବା ଅଙ୍ଗନବାଡି ବାଡ଼ି ଦିଦିଙ୍କର ଏହି ଭାଇରଲ ଭିଡ଼ିଓ ଏହି ଭିଡ଼ିଓ ଇଉଟୁବ ରେ ପାଖାପାଖି ୧୦ ମିଲିଅନ ବା ୧ କୋଟି ଲୋକ ଦେଖିସାରିଲେଣି ଆସନ୍ତୁ ପ୍ରଥମେ ଏହି ଭିଡ଼ିଓ ବିଷୟରେ କିଛି ଜାଣି ନବା ।

ଅଙ୍ଗନ ବାଡ଼ି ଛୋଟ ପିଲା ତାଙ୍କ ପଢା ଆରମ୍ଭ କରିବା ପୂର୍ବରୁ ସେମାନେ ଯାଇଥାନ୍ତି । ପ୍ରାୟତଃ ଅଙ୍ଗନ ବାଡ଼ି ରେ ପାଠ ପଢା ରେ ଖିଲାପ କରାଯାଇଥାଏ । ଯାହାର ପରିଣାମ ପିଲାଙ୍କୁ ତାଙ୍କ ପାଠ ପଢା ଭବିସ୍ୟତ ରେ ବହୁତ ଅସୁବିଧା ହୋଇଥାଏ ଯଦି ଅଙ୍ଗନ ବାଡ଼ି ରେ ତାଙ୍କୁ ଭଲ ନୀତି ଶିକ୍ଷା ସହିତ ପାଠ ବଢିବାର ଉତ୍ତମ ଶୈଳୀ ରେ କରାଯାଇଥାଏ । ତାହେଲେ ପିଲା ହସି ଖେଳି ଜ୍ଞାନ ଆହରଣ କରିଥାନ୍ତି ଆଜି ଆମେ…

ଦେଖେଇବୁ ଆପଣଙ୍କୁ ଏମିତ ଏକ ଭିଡ଼ିଓ ଯେଉଁ ଭିଡ଼ିଓ ଅଙ୍ଗନ ବାଡ଼ି ଦିଦିଙ୍କ ର ପାଠ ପଢ଼ିବାର ଶୈଳୀ ପୁରା ଓଡିଶା ରେ ଚହଳ କରିଛି ମାତ୍ର 60 ଦିନରେ ଗୋଟିଏ ଲକ୍ଷ୍ୟ ଲୋକ ଦେଖିସାରିଲେଣି । ଏହି ଭିଡ଼ିଓ କେଉଁ ଅଙ୍ଗନ ବାଡ଼ି କେନ୍ଦ୍ରରୁ ଆସିଛି ଆମେ ଜାଣିନୁ ହେଲେ ଏହାର ଲୋକପ୍ରିୟତା ପାଇଁ ଆମେ ଆପଣ ଙ୍କ ପାଖକୁ ନେଇ ଆସିଛୁ । ଆସନ୍ତୁ ଦେଖିବା ଏହି ଭାଇରଲ ଭିଡ଼ିଓ ଟି

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *