ରାନୀ ପଣ୍ଡା କଲେ ଏମିତି କାମ ଏବେ ଖାଲି ଆପଣ ନୁହନ୍ତି ସାରା ଓଡିଶା ବାସୀ କରିବେ ସଲାମ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ରାନୀ ପଣ୍ଡା ଙ୍କ ବିଷୟରେ ତାଙ୍କ କେଉଁ କାମ ପରେ ସାରା ଓଡିଶା ତାଙ୍କୁ ସଲାମ ମାରିବ ।

ରାନୀ ପଣ୍ଡା ଯାତ୍ରା ଜଗତ ର ଡ୍ୟାନ୍ସର ରୁ ଆଜି ସେ ହିରୋଇନ କିନ୍ତୁ ସେ ସବୁବେଳେ ବିବାଦରେ ତାଙ୍କୁ ମଧ୍ୟ କୁହାଯାଇଥାଏ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । କିଛି ଦିନ ପୂର୍ବରୁ ତାଙ୍କ ର ଚର୍ଚ୍ଚା ଧରିଥିଲା କାରଣ ସେ ଯାତ୍ରା ଖୋଲାଯାଉ ଅନୁମତି ପାଇଁ ରାଜରାସ୍ତା କୁ ଓଲ୍ହାଇ ଥିଲେ କିନ୍ତୁ ଏହି ଘଟଣା କୁ ନେଇ ତାଙ୍କର ବଡ କଳାକାର ମାନଙ୍କ ସହିତ ବହୁତ ବିବାଦ ଦେଖା ଯାଇଥିଲା କିନ୍ତୁ ଏହା ପରେ ସେ…

ତାଙ୍କ ସାହାଯ୍ୟ କରିବା ର ମନବୃତି ଛାଡିନାହାନ୍ତି । ଆପଣ ମାନେ ଜାଣିଥିବେ ଯାତ୍ରା କମେଡି ଷ୍ଟାର ଭିକାରୀ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ରେ ତାଙ୍କର ଗୋଡ ଭାଙ୍ଗି ଯାଇଛି । ଡାକ୍ତର କହିବା କଥା ଏ ଗୋଡ ଅପେରସନ କରିବାକୁ ଠିକ ଏତିକି ବେଳେ ରାନୀ ପଣ୍ଡା ବଢ଼େଇଛନ୍ତି ସାହାଯ୍ୟ ର ହାତ । ସେ କହିଛନ୍ତି ଭିକାରୀ ଭାଇ ଙ୍କ ଅପେରସନ ପାଇଁ ଯାହା ଖର୍ଚ୍ଚ ହେବ ମୁ ଦେବି । ରାନୀ ପଣ୍ଡା ଙ୍କ ଏଭଳି କାମ ପାଇଁ କିଏବା ସଲାମ ନକରିବା । ସେ ଆଗରୁ ମଧ୍ୟ ବହୁତ ଅସହାୟ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *