ଗୋଟିଏ ବଲ ରେ ୨୮୬ ରନ । ବିନା ନୋ କି ଅତିରିକ୍ତ ନାହିଁ । କେମିତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜଣେଇବୁ ଯେ କ୍ରିକେଟ ଇତିହାସ ରେ ଗୋଟିଏ ବଲ ରେ ସର୍ବାଧିକ କେତେ ରନ ହେଇଛି । ଆପଣ ଜାଣିନଥିବେ ଆଉ ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଗୋଟିଏ ବଲ ରେ କେତେ ରନ ହେଇପାରିବ ଆପଣ ଭାବୁଥିବେ ବିନା ନୋବଲ ରେ । ଆଜି ଆମେ ଯାହା କହିବୁ ଆପଣ ବିଶ୍ୱାସ କରିପାରିବେନି କାରଣ ..

 

ଗୋଟିଏ ବଲ ରେ କ୍ରିକେଟ ଇତିହାସ ରେ ସର୍ବାଧିକ ୨୮୬ ରନ ହେଇଛି । ଆପଣ ଆଶ୍ଚର୍ଯ୍ୟ ହୋଇଯାଥିବେ କାରଣ ବିନା ନୋ ବଲ କି ଅତିରିକ୍ତ ନଥାଇ 286 ରନ କେମିତି ହେଲା ଆସନ୍ତୁ ଜାଣିବା । ୨୮୬ ରନ ODI ରେ ବି ଭଲ ସ୍କୋର ହେଲେ ଗୋଟିଏ ବଲ ରେ କେମିତି ସମ୍ଭବ ହେଲା ଯାଣନ୍ତୁ ୧୮୯୪ ମସିହାରେ ଭିକ୍ଟୋରିଆ ଓ ଅଷ୍ଟ୍ରେଲିଆ ଭିତରେ ମ୍ୟାଚ ହେଉଥିଲା । ଯେଉଁ ପଡ଼ିଆରେ ମ୍ୟାଚ ହେଉଥିଲା ସେ ପଡିଆ ମଝିରେ ଏକ ଗଛ ଥିଲା । ଯେତେ ବେଳେ ଖେଳାଳି ମାରିଥିଲେ ସେତେବେଳେ ବଲ ଟି ଯାଇଁ ଗଛ ରେ ଲାଖିଯାଇଥିଲେ । ଦୁଇ ଖେଳାଳି ଦୌଡ଼ି ଦୌଡ଼ି ୨୮୬ ରନ ସେମାନେ ପାଖାପାଖି 6 କିଲୋମିଟର ଦୌଇଡି ରନ ନେଇଥିଲେ । ଅପରପକ୍ଷ ଖେଳାଳି ନୋବଲ ପାଇଁ ଅପିଲ କରିଥିଲେ ମଧ୍ୟ ଅମ୍ପାଇର ନୋବଲ ଦେଇନଥିଲେ କହିଥିଲେ ବଲ ଦେଖାଯାଉଛି ଓ ବଲ ପଡିଆ ଭିତରେ ଅଛି । ସେହି ବଲ କୁ ଆଣିବା ପାଇଁ ଏତେ ସମୟ ଲାଗି ଯାଇଥିଲା ଯେ ସେମାନେ ୨୮୬ ରନ ଦୋୖଡି ଦୋୖଡି ନେଇ ଯାଇଥିଲେ । ଯଦି ଆପଣ ମିଛ ଭାବୁଥାନ୍ତି ଗୁଗଲ ରେ ସର୍ଚ୍ଚ କରି ଦେଖିପାରିବେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *