ଶୀତ ଦିନେ ଚର୍ମ ଶୁଷ୍କତା ଦେଖା ଦେଉଛି କି ? ତେବେ ଆସନ୍ତୁ ଜାଣିବା ଏହାର ଘରୋଇ ସଫଳ ଉପଚାର । 

ଶୀତ ଦିନେ ଚର୍ମ ଶୁଷ୍କତା ଦେଖା ଦେଉଛି କି ? ତେବେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଶୀତ ଦିନେ ହେଉଥିବା ଚର୍ମ ଶୁଷ୍କତା ର ଘରୋଇ ଉପଚାର ବିଷୟରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଶୀତ ଦିନେ ଚର୍ମ ଶୁଷ୍କତା ଏକ ସାଧାରଣ କଥା । କିନ୍ତୁ ବେଳେ ବେଳେ ଏହା ଅତ୍ୟଧିକ ଅସହ୍ୟ ହୋଇଯାଏ । କାରଣ ଏହା ଶରୀର ରେ କୁଣ୍ଡାଇ ହେବା ଆଦି ଲକ୍ଷଣ ଦେଖା ଡେଇଥାଏ । ଯାହା ଶରୀର ରେ ବହୁତ ଅଲଗା ପ୍ରକାର ର ଜଳା ପୋଡା ହୋଇଥାଏ । ସେହି ଭଳି ସ୍ଥଳେ ଯଦି ଆପଣ ମାନେ ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ଚାହଁଉଛନ୍ତି ତେବେ ଆପଣ ମାନଙ୍କୁ ସର୍ବପ୍ରଥମେ ଘରୋଇ ନଡ଼ିଆ ତେଲ ର ଉପଯୋଗ କରିବାକୁ ପଡିବ । 

 

ତେବେ ଆପଣ ମାନଙ୍କୁ ସର୍ବପ୍ରଥମେ ରନ୍ଧା ନଡ଼ିଆ ତେଲ କୁ ପ୍ରତିଦିନ ଗାଧୋଇବା ପୂର୍ବରୁ ଗରମ କରି ଶରୀର ର ସବୁ ଆଡେ ଲଗାଇ ଦିଅନ୍ତୁ । ଏହା ର ୧୦ ମିନିଟ ପରେ ଆପଣ ମାନେ ଗାଧୋଇବାକୁ ଜାନ୍ତୁ । ସେହିଭଳି ଯଦି ଆପଣଙ୍କ ଘରେ ଆଲୋଭେରା ଗଛ ଅଛି ତେବେ ଆପଣ ମାନେ ଏହାର ରସ ବାହାର କରିଦିଅନ୍ତୁ ଗାଧୋଇବାର ୩୦ ମିନିଟ ପୂର୍ବରୁ ଶରୀର ରେ ଭଲ ଭାବରେ ମସାଜ କରନ୍ତୁ  । ଏହା ପରେ ଅଳ୍ପ ଗରମ ପାଣି ରେ ସ୍ନାନ କରିଦିଅନ୍ତୁ । ଏହା ସବୁଠାରୁ ଅତ୍ୟଧିକ ଉପଯୋଗୀ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *