ପାହାଡ ପଛରେ ରାସଲୀଳା ଭିଡ଼ିଓ ଏବେ ହେଉଛି ଭୟଙ୍କର ହେଉଛି ଭାଇରଲ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଫୁଣି ଏକ ଭିଡ଼ିଓ ଭାଇରଲ ହେଇଚି ପ୍ରେମୀ ଯୁଗଳ ଙ୍କ ର ଆସନ୍ତୁ ଦେଖିବା ଏହି ଭିଡ଼ିଓ । ଆପଣ ମାନେ ଜାଣିଥିବେ ସମୟ ସହିତ ଯୁବ ପିଢ଼ି ଙ୍କ ହିତା ହିତ ଜ୍ଞାନ ସବୁ ଚୁଲି କି ଗଲାଣି ଆଜି ଆମେ ଦେଖେଇବୁ ଏମିତି ଏକ ଭିଡ଼ିଓ ଯେଉଁ ଭିଡ଼ିଓ ରେ ଦେଖିବେ ରାସଲୀଳା କରୁଥିଲା ବେଳେ ଧରା ପଡିଗଲେ ପ୍ରେମୀ ଯୁଗଳ ଥିଲେ ଅସଞ୍ଜତ ଅବସ୍ଥା ରେ । ତାଙ୍କୁ କିଛି ପିଲା ଦେଖି ଦେଇଥିଲେ ତାଙ୍କ ଭିଡ଼ିଓ କରିଥିଲେ

 

ଭିଡ଼ିଓ କରି କରି ସେମାନଙ୍କ ପାଖରେ ପହଁଚି ଯାଇଥିଲେ ବି ସେମାନେ ଜାଣିପାରିନଥିଲେ ପରେ ଦେଖିଲେ ଓ ସାଙ୍ଗେ ସାଙ୍ଗେ ଯୁବକ ଦୂରକୁ ଦୌଡ଼ି ପଳେଇଯାଇଥିଲା ଓ ଝିଅଟି ନିଜ ଓନି ରେ ମୁଂହକୁ ଲୁଚେଇ ଦେଇଥିଲେ । ରେକର୍ଡ କରିଥିବା ପିଲା ମାନେ ଏହି ଭିଡ଼ିଓ କୁ ଛାଡିଛନ୍ତି ସୋସିଆଲ ମିଡ଼ିଆ ରେ ଓ ଏହି ଭିଡ଼ିଓ ଏବେ ନିଆଁ ଭଳି ଖେଳିଯାଉଛି । ଦେଖନ୍ତୁ ଏହି ଭିଡ଼ିଓ  । ଦୟାକରି ଏଭଳି ହଇରାଣ ଯେଉଁମାନେ କରୁଛନ୍ତି ଦୟାକରି କରନ୍ତୁ ନାହିଁ ଓ ପ୍ରେମୀ ଯୁଗଳ ମାନେ ଦୟାକରି ଏଭଳି ସମ୍ପର୍କ ବାହାରେ କୌଣସି ସ୍ଥାନ ରେ ରଖନ୍ତୁ ନାହିଁ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *