ରୋହିତ ଙ୍କୁ ଟିମ ରୁ ଡ୍ରପ ପରେ ମୁଁହ ଖୋଲି ଯାହା କହିଲେ ଖାଲି କ୍ରିକେଟ ନୁହେଁ ଦେଶ ପାଇଁ ମଧ୍ୟ ଏ ଲଜ୍ୟା ର ବିଷୟ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜଣେଇବାକୁ ଯାଉଛୁ ରୋହିତ ଶର୍ମା ଙ୍କ ବୟାନ ସେ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ନହେବା ପରେ ମୁହଁ ଖୋଲି କହିଛନ୍ତି । ଆସନ୍ତୁ ଜାଣିବା ..

ଆପଣ ମାନେ ଜାଣିଥିବେ ଇଣ୍ଡିଆ ଟିମ ଓ ମ୍ୟାନେଜମେଣ୍ଟ ଭିତରେ କିପରି ରାଜନୀତି ଚାଲିଛି । ବିଗତ କିଛି ଦିନ ବର୍ଷ ହେଲା ରୋହିତ ଶର୍ମା ଓ ବିରାଟ କୋହଲି ଙ୍କ ସମ୍ପର୍କ ଜମାରୁ ଭଲ ନାହିଁ । ଦୁଇ ଜଣ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭଳି ମନେ ହୁଅନ୍ତି । ଏଥି ପାଇଁ ବିରାଟ କୋହଲି ଓ ରବି ସ୍ୱାସ୍ତ୍ରୀ ଦାୟୀ । ବିରାଟ କୋହଲି ଓ ରବିଶାସ୍ତ୍ରୀ ଙ୍କ ସମ୍ପର୍କ ଏକ ଦମ ନିବିଡ ସେଥି ପାଇଁ ବିରାଟ ଙ୍କ କଥାରେ ଉଠବସ ହୁଅନ୍ତି କୋଚ ରବି ସ୍ୱାସ୍ତ୍ରୀ । ଯେହେତୁ ବିରାଟ ଓ ରୋହିତ ଙ୍କ ସମ୍ପର୍କ ଭଲ ନାହିଁ ତେଣୁ ରୋହିତ ଙ୍କୁ ଖେଳରେ ବାଧା ଦିଆ ଯାଉଛି ।ରୋହିତ ଏ ବିଷୟରେ ମୁଁହ ଖୋଲିଛନ୍ତି ଓ କହିଛନ୍ତି ଯେ….

ମୁ କେବେ ନ.1 ବ୍ୟାଟ୍ସ ମ୍ୟାନ ହୋଇ ପାରିବି ନାହିଁ କାରଣ ମୁଁ ଯେତେବେଳେ ଏହି ଦୌଡ଼ରେ ଅତି ନିକଟ ତର ହୋଇ ଆସୁଛି ମତେ ଦଳରୁ ବାଦ ଦିଆଯାଉଛି । ଏମିତି ହେଲେ ମୁ କେବେ ବିଶ୍ୱ ର ନ.୧ ବ୍ୟାଟ୍ସ ମ୍ୟାନ ହୋଇ ପାରିବି ନାହିଁ । ଏପରି କହିବା ଦ୍ୱାରା ଖାଲି କ୍ରିକେଟ ମ୍ୟାନେଜମେଣ୍ଟ ନୁହଁ ବରଂ ଏ ବିଷୟ ପୁରା ଭାରତ ପାଇଁ ଲଜ୍ୟା ର ବିଷୟ ଓ ଏହି ଖବର ରୋହିତ ଙ୍କ ଫ୍ୟାନ ଙ୍କୁ ମର୍ମାହତ କରିଥିବାର ଜଣାପଡିଛି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *