ବଲିଉଡ଼ ରେ ଫୁଣି ଶୋକର ଛାୟା । ମରିଗଲେ ଆଉ ଏକ ମହାନ କିମ୍ବଦନ୍ତୀ …ସେ ହେଉଛନ୍ତି !

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି କରନା ଆଉ ଏକ ବଳିଉଡ଼ ଏକ ମୁଣ୍ଡ ନେଇଗଲା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରି ବେ ସମ୍ପୂର୍ଣ୍ଣ ତଥ୍ୟ । ସ୍କ୍ରିନପ୍ଲେ ଲେଖକ ଭାମସି ରାଜେଶ କୋଣ୍ଡା ଭେଟୀ ଙ୍କ ତେଲେଙ୍ଗାନା ର ।

 

ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି ସେ କରୋନା କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି । ଗୁରୁବାର ଦିନ ରାତି ରେ ତାଙ୍କର ଦେହାନ୍ତ ହୋଇଛି । ଖବର ଅନୁଯାୟୀ ଚଳିତ ମାସ ଆରମ୍ଭ ରେ ଭାମସି ଙ୍କ କରୋନା ରିପୋର୍ଟ ପିଜିଟିଭ ଆସିଥିଲା । ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା । ମାତ୍ର ଗତ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟ ରେ ଅବନତି ଘଟିଥିଲା  ​​।

 

ଭାମସି ଙ୍କ ମୃତ୍ୟୁ ତେଲୁଗୁ ତଥା ବଲିଉଡ ସିନେ ଇଣ୍ଡଷ୍ଟ୍ରି ରେ ଥିବା ତାଙ୍କର ସହକର୍ମୀ ଙ୍କୁ ମର୍ମାହତ କରିଛି । ଗତ ଏକ ସପ୍ତାହ ଧରି ଭାମସି ନିଶ୍ୱାସ ନେବା ରେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ଭାମସି ରାଜେଶ ମୁଖ୍ୟତଃ ତେଲୁଗୁ ଏବଂ ବଲିଉଡ ସିନେ ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି । ୨୦୧୭ ରେ ସେ ହିଟ୍ ଫିଲ୍ମ “ଶ୍ରୀ” ପାଇଁ ସ୍କ୍ରିପ୍ଟ ସଂଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ହିନ୍ଦୀ ଫିଲ୍ମ “ଅମର ଆକବର ଆନ୍ଥୋନୀ” ପାଇଁ ମଧ୍ୟ ସେ ଜଣାଶୁଣା । ତାଙ୍କ ବିୟୋଗ ସମସ୍ତ ସିନେ ଜଗତ ରେ ଶୋକ ର ଛାୟା ଖେଳିଯାଇଛି  ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *