ସକାଳୁ ଖାଲି ପେଟ ରେ ପାଣି ପିଇବା ଦ୍ୱାରା ଆମ୍ଭ ଶରୀର ଉପ ରେ କଣ ପ୍ରଭାବ ପଡିଥାଏ ।

ସକାଳୁ ଖାଲି ପେଟ ରେ ପାଣି ପିଇବା ଦ୍ୱାରା ଆମ୍ଭ ଶରୀର ଉପ ରେ କଣ ପ୍ରଭାବ ପଡିଥାଏ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ମାନେ ସକାଳୁ ପାଣି ପିଇବା ଦ୍ୱାରା ଆମ୍ଭ ଶରୀର ଉପ ରେ ପଡୁଥିବା ପ୍ରଭାବ ସମ୍ପର୍କରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ପାଣି ଆମ୍ଭ ଶରୀର ପାଇଁ ନିହାନ୍ତି ଆବଶ୍ୟକ । 

 

ବିନା ଜଳ ରେ ଏ ଶରୀର ଅସମ୍ପୂର୍ଣ୍ଣ । ଜଳ ହିଁ ଜୀବନ । ଆମ୍ଭ ଶରୀର ରେ ୮୦ % ଜଳ ରହିଥାଏ । ତେଣୁ ପ୍ରତିଦିନ ଆମ୍ଭକୁ ୩-୪ ଲିଟର ପାଣି ପିଇବା ଦରକାର । ତେବେ ଆପଣ ଯଦି ସକାଳୁ ଖାଲି ପେଟ ରେ ବସି ପାଟି ରେ ପାଣି ପିଉଛନ୍ତି । ତେବେ ଏହା ସରିର ଉପ ରେ  ବହୁ ମାତ୍ରା ରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ ଅଗଶା ପାଟି ରେ ଖାଲି ପେଟ ରେ ।

 

ପାଣି ପିଇବା ଦ୍ୱାରା ଆମ୍ଭ ଶରୀର ଉପ ରେ କି ପ୍ରଭାବ ପକାଇ ଥାଏ । ତେବେ ଆମ୍ଭେ ଯେତେବେଳେ ଖାଲି ପେଟ ରେ ସକାଳୁ ପାଣି ପିଇ ଥାଉ । ତେବେ ଆମ୍ଭ ଜିଭ ରେ ଲାଳ ବା ସଲାଇଭା ଆମ୍ଭ ଶରୀର ପାଇଁ ବହୁତ ଆବଶ୍ୟକ ।  ଯାହା ଦ୍ୱାରା ଆମ୍ଭ ଶରିର ରେ ଥିବା ଆମ୍ଭ ପେଟ ର ଚର୍ବି କମାଇବା ସହ । ପାଚନ କ୍ରିୟା ରେ ସାହାଯ୍ୟ କରେ । ଝାଡା ସଫା କରିବା ସହ ବିଭିନ୍ନ ଚର୍ମ ରୋଗ ରୁ ମୁକ୍ତି ମିଳିଥାଏ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *