ରାସଲୀଳା କରୁଥିବା ବେଳେ ଧରା ପଡିଗଲେ ଦିଦି ବୁଡ଼ିଗଲା ଦିଦିଙ୍କ ଚେତା ଆସନ୍ତୁ ଦେଖିବା ଏହି ଭିଡ଼ିଓ

 

ଦିଦି ଙ୍କ ରାସଲୀଳା । ଧରା ପଡିବା ପରେ ହେଲେ ବେହୋସ । ଦେଖନ୍ତୁ ଏହି ନୂଆ ଭାଇରଲ ଭିଡ଼ିଓ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ବା ଦେଖେଇବାକୁ ଯାଉଚୁ ଯେ କିପରି ଦିଦି ସାର ଙ୍କ ସହ ରାସ ଲୀଳା କରୁଥିଲେ ଓ ଧରା ପଡିଲା ପରେ ବେହୋସ କେମିତି ହେଲେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଭିଡ଼ିଓ ଟିକୁ ଦେଖନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଣେ ସ୍କୁଲ ଶିକ୍ଷୟତ୍ରୀ ର ପ୍ରଥମ କର୍ତ୍ତବ୍ୟ ହେଉଛି । ଶିକ୍ଷା ଦାନ କିନ୍ତୁ ଆଜି କାଲି ର ସମାଜ ରେ କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦେହ ଭୋକି ହୋଇ ଗଲେଣି । ଯାହା ଅତି ନିନ୍ଦନୀୟ ଓ ଘୁଣ୍ୟ । ଅଭିଭାବକ ମାନ ଭରସା ରେ ନିଜ ପିଲା ମାନଙ୍କୁ ବିଦ୍ୟାଳୟ କୁ ପାଠ ପଢିବାକୁ ଛାଡିବେ । ଯେତେବେଳେ ନିଜ ସ୍କୁଲ ର ଶିକ୍ଷକ ମାନେ ଏଭଳି ଖରାପ କାମ ରେ ଲିପ୍ତ ରହୁଛନ୍ତି । ପିଲା ମାନେ କଣ ଶିଖିବେ ବିଦ୍ୟାଳୟ ରୁ । କଥା ଟା ହେଉଛି ଓଡ଼ିଶା ର ବାଲେଶ୍ବର ଜିଲ୍ଲା ର ହସନପୁର ସେବାଶ୍ରମ ବିଦ୍ୟାଳୟ ରେ ।

 

ହଁ ଆଜ୍ଞା ସେଠାକାର ପ୍ରଧାନ ଶିକ୍ଷକ ପିଲା ମାନଙ୍କୁ ଶିକ୍ଷା ଦାନ ବଦଳ ରେ ନିଜ ବିଦ୍ୟାଳୟ ର ସୁପରିଟେଣ୍ଡେନ ମାଡାମ ଙ୍କ ପ୍ରତିଦିନ ନିଜ ଦେହର ଭୋକ କୁ ମେଣ୍ଟେଇବାରେ ଲିପ୍ତ ରହୁଥିଲେ । ଶିକ୍ଷୟତ୍ରୀ ମଧ୍ୟ ଏହାକୁ ବିରୋଧ ନକରି ଶିକ୍ଷକ ଙ୍କ ସହ ଦେହ ର ଭୋକ କୁ ଉପଭୋଗ କରିଥିଲେ ।ଏହାକୁ ଛାତ୍ର ଛାତ୍ରୀ ମାନେ ନିୟମିତ ଦେଖିବା ପରେ । ସେମାନେ ପାଠ ପଢା ଛାଡି ଆନ୍ଦୋଳନ ରେ ବସିଥିଲେ । ଯାହା ଫଳ ରେ ଛୁଆ ମାନଙ୍କ ଅଭିଭାବକ ମାନେ ଆସି ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କୁ ଗାଁ ଦାଣ୍ଡ ରେ ପିଟିବା ସହ ଘୋଷଡି ଘୋଷଡି ପୋଲିସ ର ଜିମା ଦେଲେ । ଯେତେବେଳେ ଦିଦି ଧରା ପଡିଗଲେ ଓ ଲୋକମାନେ ଗଦା ହୋଇଥିବାର ଦେଖିଲେ ଦିଦି ସଂଗେ ବେହୋସ ହୋଇଗଲେ । ଏହାପରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ କହିଥିଲେ ଯେ ଯଦି ଏ ସାର ଓ ଦିଦି ସ୍କୁଲ ରେ ରହନ୍ତି ତାହେଲେ ଆମେ ପଢିବାକୁ ଆସିବୁନି ତାପରେ ପିଲା ମାନଙ୍କ କଥାକୁ ସ୍ୱାଗତ କରି ଏ ସାର ମାଡ଼ମ ଙ୍କୁ ସେ ସ୍କୁଲ କୁ ଯିବା ପାଇଁ ବନ୍ଦ କରାଗଲା ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *