ବିନା କୌଣସି ଡକୁମେଣ୍ଟ ରେ PayTm ରୁ ଗୋଟିଏ ମିନିଟ ରେ ପାଇବେ ୫ ଲକ୍ଷ୍ୟ ଟଙ୍କାର ଲୋନ ।

ଅନଲାଇନ ବ୍ୟାଙ୍କ paytm ଦେବ ଛୋଟ ବ୍ୟବସାୟୀ ମାନଙ୍କୁ ୫ ଲକ୍ଷ ଟଙ୍କା ର ଋଣ । ଯାହା ବିନା କୌଣସି ବନ୍ଧକ କିମ୍ବା ଗ୍ୟାରେଣ୍ଟର ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ଅନଲାଇନ ବ୍ୟାଙ୍କ paytm ଦେବ ଛୋଟ ବ୍ୟବସାୟୀ ମାନଙ୍କୁ ୫ ଲକ୍ଷ ଟଙ୍କା ର ଋଣ । ଯାହା ବିନା କୌଣସି ବନ୍ଧକ କିମ୍ବା ଗ୍ୟାରେଣ୍ଟର । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ବିଶ୍ୱାସ ନହେଉଥିଲେ ବି ସତ୍ୟ । କାରଣ ବିନା ଗ୍ୟାରେଣ୍ଟର କି ବିନା ବନ୍ଧକ ରେ କେଉଁ ବ୍ୟାଙ୍କ ବି ଋଣ ଦିଏ ନାହଁଇ । ତେବେ paytm କିଭଳି ବିନା କୌଣସି ବନ୍ଧକ କିମ୍ବା ବିନା କୈଣସି ଗ୍ୟାରେଣ୍ଟର ରେ କିଭଳି ଲୋନ ଦେଉଛି । ଏହା ସାଧାରଣତଃ ତ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ msme ତରଫରୁ ଏଭଳି ଲୋନ ଦିଆ ଯାଉଛି । 

 

ଯାହା ଫଳରେ ୧୦,୦୦୦ ରୁ ଅଧିକ ଛୋଟ ବ୍ୟବସାୟୀ ମାନେ ଉପକୃତ ହେବେ  । ଏହା ର କାରଣ ଆରବର୍ଷ paytm ୫୫୦ କୋଟି ଟଙ୍କା ର ଋଣ ଦେଇଥିଲା । ଯାହା ଲୋକ ମାନଙ୍କ ପାଖ ରେ ପହଁଚିବା ସହ ।  ଲୋକ ମାନଙ୍କ ବହୁ ସାହାଯ୍ୟ କରିଥିଲା  । ତେବେ ଏଥିପାଇଁ ଆପଣଙ୍କ ର ଏକ paytm ବ୍ୟାଙ୍କ ଆକାଉଣ୍ଟ ରହିବା ନିହାତି ଦରକାର । ଯାହା ଫଳରେ ଆପଣ ମାନେ ଏହି ସୁଯୋଗ ର ଉପଭୋଗ କରିପାରିବେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *