କେମିତି ପଟେଇବେ ଆପଣଙ୍କ ପସନ୍ଦ ର ଝିଅ କୁ ଅତି ସହଜରେ (୧୦୦% ଗ୍ୟାରେଣ୍ଟି)

 

ହଲୋ ଫ୍ରିଏଂଡ୍ସ ଆପଣଙ୍କୁ ଆମ୍ଭ ୱେବ ପୋର୍ଟାଲ କୁ ସ୍ୱାଗତ କରୁଛି । ଏହି ପୋର୍ଟାଲ ଟି ଵିଶେଷ କରି ସ୍କୁଲ ଏବଂ କଲେଜ ର ଟୋକା ମାନଙ୍କ ପାଇଁ ।କାରଣ ଏହି ବୟସର ଟୋକା ମାନଙ୍କର ଭାରି ଝିଅ ପଟେଇବା ପାଇଁ ଇଚ୍ଛା ।କିନ୍ତୁ କିଛି ପିଲା ଝିଅ ପଟାଇକି ନିଜ ସାଙ୍ଗ ମାନଙ୍କୁ single କହି commment ମାରୁଥିବା ବେଳେ ।କିଛି ପିଲା ନିଜର ମହତୁପୂର୍ଣ ସମୟ କିପରି ନିଜ girlfriend ସହ ବିତାଇଲେ ସେ ବିଷୟରେ ନିଜ ସାଙ୍ଗ ମାନଙ୍କ ସହ share କରିବାର ଦେଖିବା ପାଇଁ ମିଳିଥାଏ ।

 

କିନ୍ତୁ single ରହିଥିବା ସାଙ୍ଗ ମାନେ single ରହିବାର ଦୁଃଖ କାହା ପାଖରେ ବର୍ଣ୍ଣନା କରିପାରିବେ ନାହି । କେବଳ single ରହିବାର ଅନୁଭବ କେବଳ single ପିଲା ମାନେ ହିଁ ବୁଝିପାରିବେ ।ଉପରେ କେବଳ single ରହିବାର ଖୁସି ମାନଉଥିବେ କିନ୍ତୁ ମନ ଭିତରେ ଭାରି ଦୁଃଖ ର ଅନୁଭବ କରୁଥିବେ ।ହଁ ଆପଣ ମାନେ ବି ଚାହିଁଲେ ଝିଅ ପଟାଇପାରିବେ ।କିନ୍ତୁ କେମିତି ସେଥିପାଇଁ ବହୁ ପିଲାଙ୍କ ଜାଣିବାର ଇଚ୍ଛା ।ହଁ ଆଜ୍ଞା ଆପଣ ଏହି ପୋର୍ଟାଲ ମାଧ୍ୟମରେ ଅପଣଙ୍କୁ ଆମ୍ଭେ ନିଶ୍ଚୟ ଜଣାଇବାକୁ ଚେଷ୍ଟା କରିବୁ ।

 

ସର୍ବପ୍ରଥମେ ଆପଣ cross ରଖିଥିବା ଝିଅ ସହ କଥା ହବା ଆରମ୍ଭ କରିବାକୁ ପଡିବ ।ସେଥିପାଇଁ ଆପଣଙ୍କୁ ଟିକେ stylish ଟିକେ  ନିଜ class ର ଅନ୍ୟ ପିଲାଙ୍କ ଠାରୁ ଟିକେ ଅଲଗା ଦେଖିବାର ଅଛି ।ନିଜ style ଟି class ରେ ଅନ୍ୟ ପିଲାଙ୍କ ଠାରୁ unique କରିବାର ଅଛି ।ସେଥିପାଇଁ ସବୁ ବେଳେ ନିଜର confidence ଲେବେଲ କୁ high କରିବାର ଅଛି ।ଟିକେ ଆଧୁନିକ ଦେଖା ହବାର ଅଛି ।ହଁ ଆପଣ ନିଜ cross ରଖିଥିବା ଝିଅ ସହ ସର୍ବପ୍ରଥମେ କଥା ହବାର ଅଛି ।କାରଣ ଝିଅ ପିଲା କେବେବି ଆପଣ ଙ୍କ ସହ ଆଗ କଥା ହେବେ ନାହିଁ ।

 

କାରଣ ଝିଅ ମାନଙ୍କ  ର ଟିକେ ego ଅଧିକ ଥାଏ ।ସେଥିପାଇଁ confidence ସହ ସର୍ବପ୍ରଥମେ କଥା ହେବା ସହ । କିଛିଦିନ କଥା ହେବା ପରେ ଯେତେବେଳେ ଆପଣ ଜାଣିବେ ସେ ଝିଅ ନିଜର ସବୁକିଛି ଆପଣଙ୍କ ସହ share କରୁଛି ତା ପରେ ଏକ ଭଲ ଦିନ ଦେଖି ତାକୁ propose କରିଦିଅନ୍ତୁ ।ସେ ନିଶ୍ଚୟ ହଁ କହିବ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *