ରାନୀ ପଣ୍ଡା ଙ୍କ ଉପରେ ଲାଗିଲା ଭୟଙ୍କର କୌର୍ଟ ଦଫା । ଏବେ ଯାଇପରନ୍ତି ଜେଲ ପଢନ୍ତୁ ପୁରା ଖବର ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ ଆଜି ଆମେ ଜାଣିବା ରାନୀ ପଣ୍ଡା ଙ୍କ ଉପରେ କି କେଶ ଲାଗିଲା କିଏ ଦେଲା କେଶ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ଟି ।

 

ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ରାନୀପଣ୍ଡା ଓ କିଛି ଯାତ୍ରା କଳାକାର ମାନେ ଭୁବେନେସ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ରେ ଯାତ୍ରା ମଞ୍ଚ ଖୋଲିବ ପାଇଁ ଅନୁମତି କାହିଁକି ଦିଆଯାଉନାହିଁ । ରାନୀ ପଣ୍ଡା ଓ ଅନ୍ୟ କଳାକାର ମାନେ ଥିଲେ ମଧ୍ୟ ରାନୀ ପଣ୍ଡା ଯେଉଁଭଳି ଭାବରେ ପ୍ରତିବାଦ କରିଥିଲେ ସାରା ଓଡିଶା ସାରା ଚହଳ ପକେଇଥିଲେ । ଏଥି ପାଇଁ ତାଙ୍କୁ ନେଇବିଭିନ୍ନ ମହଲ ରୁ ମଧ୍ୟ ସମାଲୋଚନା । ଯାତ୍ରା କଳାକାର ମାନେ ମଧ୍ୟ ରାନୀ ପଣ୍ଡା ଙ୍କୁ ନେଇ ସମାଲୋଚନା କରିଥିଲେ । ସରକାର ଯାତ୍ରା ଖୋଲିବା ନେଇ ଶୁଣାଣି କରିବାର ଗୋଟିଏ ଦିନ ପୂର୍ବରୁ ରାନୀ ପଣ୍ଡା ତାଙ୍କ ସବୁ ଚେଷ୍ଟା ବିଫଳ କରୁଥିବା କଥା କହିଥିଲେ । ଏନେଇ ବାପି ପଣ୍ଡା ଓ ରାନୀ ପଣ୍ଡା ଖୁବ ଘୋଷରା ଟଣା ହୋଇଥିଲେ ରାନୀ ପଣ୍ଡା ମିଡ଼ିଆ ସାମ୍ନା ରେ ନାଲି ଆଖି ଦେଖେଇ ଥିଲେ । ପରେ ବାପି ପଣ୍ଡା ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ

 

ବାପି ପଣ୍ଡା କେଶ କରିବାର କାରଣ ବାପି ପଣ୍ଡା ଙ୍କୁ ରାନୀ ପଣ୍ଡା ଅତି ଅଭଦ୍ର ଭାଷାରେ ଫେସବୁକ ରେ ନିଜେ ଭିଡ଼ିଓ ମାଧ୍ୟମରେ ଗାଳି ଦେଇଥିଲେ ୩ ଦିନ ପୂର୍ବେ । ଏହି ଭିଡ଼ିଓ ରେ ରାନୀ ପଣ୍ଡା ଯେଉଁ ଭାଷା ପ୍ରୟୋଗ କରିଛନ୍ତି ତାହା କୌଣସି ବି ଅପ୍ରୀତିକର ପରିସ୍ଥିତି ରେ ବ୍ୟବହାର କରା ଯାଇ ପାରିବନି । ଏହି ଭିଡ଼ିଓ ଏବେ ପୁରା ଭାଇରଲ ।

 

ଆଜି ବାପି ପଣ୍ଡା ନିଜେ ବଳେଶ୍ୱର SDMA କୌର୍ଟ ରେ କେଶ କରିଛନ୍ତି । ଦଫା ଲାଗିଛି ୨୯୨.୨୯୪.୫୦୦.୫୦୪.୫୦୬ ଓ ୬୬A  । ଏହାପରେ କୌର୍ଟ ବାଲେଶ୍ୱର ଟାଉନ ଥାନା କୁ କେଶ ହସ୍ତାନ୍ତର କରିଛନ୍ତି । ଏହା ପରେ ପୁଲିସ ଏହାର କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବା ବାକି।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *